Odisha Woman SI Death Case: ପୋଲିସ SI ପ୍ରଭାସିନୀ ସାହୁଙ୍କ ମୃତ୍ୟୁ ଘଟଣା; ପ୍ରାଥମିକ ତଦନ୍ତରେ ପୋଲିସ ଜୀବନ ହାରିଥିବା ସନ୍ଦେହ

Nov 22, 2026 - 18:35
Odisha Woman SI Death Case: ପୋଲିସ SI ପ୍ରଭାସିନୀ ସାହୁଙ୍କ ମୃତ୍ୟୁ ଘଟଣା; ପ୍ରାଥମିକ ତଦନ୍ତରେ ପୋଲିସ ଜୀବନ ହାରିଥିବା ସନ୍ଦେହ

ଗଂଜାମ ପୁରୁଷୋତ୍ତମପୁର ଥାନାରେ ପୋଲିସ SI ପ୍ରଭାସିନୀ ସାହୁଙ୍କ ମୃତ୍ୟୁ ଘଟଣା।

ପ୍ରାଥମିକ ତଦନ୍ତରେ ପୋଲିସ ଜୀବନ ହାରିଥିବା ସନ୍ଦେହ କରିଛି।

ଗତକାଲି ପ୍ରଭାସିନୀ ସକାଳ 6ଟା 45ରେ ତାଙ୍କ ସ୍ୱାମୀଙ୍କ ସହ ସୋସିଆଲ ମିଡିଆରେ ମେସେଜ୍ ପଠାଇଥିଲେ।

ସ୍ୱାମୀଙ୍କୁ ଗୁଡ ମର୍ଣ୍ଣିଂ ମେସେଜ କରିଥିଲେ।

ଏଥିରୁ ଆଶଙ୍କା କରାଯାଉଛି ଯେ ତାଙ୍କ ମୃତ୍ୟୁ 6ଟା 45 ପରେ ହୋଇଥାଇପାରେ।

Advertisment ତେବେ କାମ ନେଇ ତାଙ୍କ ଉପରେ କୌଣସି ଉଚ୍ଚ ଅଧିକାରୀଙ୍କ ଚାପ ନ ଥିଲା ବୋଲି କହିଛନ୍ତି ଏସପି।

ପରିବାର ଲୋକଙ୍କ ଅଭିଯୋଗ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଯାଞ୍ଚ କରାଯାଉଛି।ପ୍ରଭାସିନୀଙ୍କ ମୋବାଇଲ ସ୍ବିଚ ଅଫ୍ ରହିଛି।

ଆଗକୁ ତାହା ଷ୍ଟେଟ୍ ଫେରେନସିକ୍ ଲାବକୁ ପଠାଯାଇ ଯାଞ୍ଚ କରିବା ସହ ସି ଡି ଆର ବାହାର କରାଯିବ।

ପରିବାର ସଦସ୍ୟ ।

ବାପା ଓ ଭାଇ ଥାନାରେ ପହଞ୍ଚି SIଙ୍କ ସରକାରୀ କ୍ୱାର୍ଟର ବୁଲି ଦେଖିବା ସହ କିଛି ସାମଗ୍ରୀ ନେଇଛନ୍ତି।

ତେବେ ପ୍ରଭାସିନୀଙ୍କ ମୃତ୍ୟୁ ପଛର କାରଣ ନେଇ ପରିବାର ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ମହିଳା SI ପ୍ରଭାସିନୀ ସାହୁଙ୍କ ମୃତ୍ୟୁକୁ ନେଇ ରହସ୍ୟ ଘନେଇବାରେ ଲାଗିଛି...ପୁରୁଷୋତ୍ତମପୁର ଥାନା ଏସ ଆଇ ପ୍ରଭାସିନୀ ସାହୁ ଙ୍କ ଝୁଲନ୍ତା ଶବ ମିଳିବା ଘଟଣା।

ପ୍ରାଥମିକ ତଦନ୍ତ ରେ ପୋଲିସ ଆତ୍ମହତ୍ୟା ସନ୍ଦେହ କରିଛି।

Advertisment ଗତ କାଲି ପ୍ରଭାସିନୀ ସକାଳ 6ଟା 45 ରେ ତାଙ୍କ ସ୍ୱାମୀଙ୍କ ସହ whatsapp ରେ ଚାଟ୍ କରିଥିଲେ।

ସ୍ୱାମୀଙ୍କୁ good morning ମେସେଜ କରିଥିଲେ।

ଏଥିରୁ ଆଶଙ୍କା କରାଯାଉଛି ଯେ ତାଙ୍କ ମୃତ୍ୟୁ 6ଟା 45 ପରେ ହୋଇଥାଇପାରେ।

ଏସ ଆଇ ଭାବେ ପ୍ରଥମ ଥର ପାଇଁ କାର୍ଯ୍ୟ ରେ ଯୋଗ ଦେବା ପରେ ତାଙ୍କୁ 20ଟି ମାମଲା ପ୍ରଦାନ କରାଯାଇଥିଲା।

ବିଶେଷ କରି ମିସଲାନୀୟସ ମାମଲା ପ୍ରଦାନ କରାଯାଇଥିଲା।

ଏନେଇ କୌଣସି ଉଚ୍ଚ ଅଧିକାରୀଙ୍କ ଚାପ ନ ଥିଲା।

ସେମାନଙ୍କ ପରିବାର ଲୋକଙ୍କ ଅଭିଯୋଗ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଯାଞ୍ଚ କରାଯାଉଛି।

ପ୍ରଭାସିନୀ ଙ୍କ ମୋବାଇଲ ସ୍ଵିଚ ଅଫ୍ ରହିଛି, ଆଗକୁ ତାହା ଷ୍ଟେଟ୍ ଫେରେନସିକ୍ ଲାବ କୁ ପଠା ଯାଇ ଯାଞ୍ଚ କରିବା ସହ ସି ଡି ଆର ବାହାର କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)