Odisha Ring Tennis: ଜାତୀୟ ରିଙ୍ଗ୍‌ ଟେନିସ୍‌ ଲାଗି ଓଡ଼ିଶା ଦଳ

Nov 23, 2026 - 13:44
Odisha Ring Tennis: ଜାତୀୟ ରିଙ୍ଗ୍‌ ଟେନିସ୍‌ ଲାଗି ଓଡ଼ିଶା ଦଳ

ଭୁବନେଶ୍ବର: ରାଜସ୍ଥାନରେ ଚଳିତ ମାସ ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ତୃତୀୟ ବରିଷ୍ଠ ରିଙ୍ଗ୍‌ ଟେନିସ୍‌ ପ୍ରତିଯୋଗିତା ଲାଗି ସୋମବାର ଓଡ଼ିଶା ଦଳ ଘୋଷିତ ହୋଇଛି।

ପୁରୁଷ ଦଳରେ ନାରାୟଣ ବେହେରା, ଶୁଭମ ପାଣିଗ୍ରାହୀ, ନିର୍ମଳ ସେନ, ଅନୁରାଗ ସ୍ବାଇଁ, ଡିଏନ୍‌ ଅଶ୍ବିନ ତନ୍ତି, କୁମାର ବିଶ୍ବଜିତ ରାଉତ, ସତ୍ୟସୂର୍ଯ୍ୟ ପ୍ରତାପ ପଣ୍ଡା, ନିସ୍କମ ଦେବଦୂତ ସାହୁ ରହିଛନ୍ତି।

Advertisment ତୃତୀୟ ବରିଷ୍ଠ ରିଙ୍ଗ୍‌ ଟେନିସ୍‌ ସେହିପରି ମହିଳା ଦଳରେ ଅଛନ୍ତି ପୂର୍ଣ୍ଣିମା ସାହୁ, ସଞ୍ଜିତା ଦାସ, ଚାନ୍ଦିନୀ ଦାସ, ସୁଦୀପ୍ତା ରାଉତ, ସମ୍ପର୍ଣ୍ଣା ପରିଡ଼ା, ଶୁଭଲକ୍ଷ୍ମୀ ବେହେରା, ସୋୟାଙ୍ଗ ରଶ୍ମି ପରିଡ଼ା, ଦୀପ୍ତିରାଣୀ ଦାସ।

ଦଳ ସହ ପ୍ରବନ୍ଧକ ତୃଷ୍ଣାରାଣୀ ପ୍ରଧାନ, ପ୍ରଶିକ୍ଷକ ଅରୁଣ କୁମାର ନାୟକ ଓ ରେଫରି ଅକ୍ଷୟ କୁମାର ସାହୁ ଦଳ ସହ ରାଜସ୍ଥାନ ଗସ୍ତ କରିବେ।

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)