Rising Stars Asia Cup: ବୈଭବଙ୍କ ବିଶ୍ୱରେକର୍ଡ: ୨୮ ବଲ୍‌ରେ ମାରିଲେ ଶତକ

Nov 24, 2026 - 17:09
Rising Stars Asia Cup: ବୈଭବଙ୍କ ବିଶ୍ୱରେକର୍ଡ: ୨୮ ବଲ୍‌ରେ ମାରିଲେ ଶତକ

ଦୋହା: ଇତିହାସ ରଚିଲେ ବୈଭବ । ୨୮ ବଲ୍‌ରେ ଶତକ ମାରି କରିଛନ୍ତି ବିଶ୍ୱ ରେକର୍ଡ । ଲିଷ୍ଟ A ମ୍ୟାଚ୍‌ରେ ସବୁଠୁ କମ୍‌ ବଲ୍‌ରେ ଶତକ ହାସଲ କରିଛନ୍ତି ବୈଭବ । ଏଥିରେ ସାମିଲ ରହିଛି ୧୪ଟି ଛକା ଓ ୪ଟି ଚୌକା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)