Naveen Patnaik Reacts to Probe into Foreign Tours: ମୁହଁ ଖୋଲିଲେ ନବୀନ: ଓଡ଼ିଶାର ସ୍ୱାର୍ଥ ପାଇଁ ବିଦେଶ ଯାଇଥିଲି, ଅଭିଯୋଗର ଉଚିତ ଯବାବ ଦିଆଯିବ

Nov 23, 2026 - 12:37
Naveen Patnaik Reacts to Probe into Foreign Tours: ମୁହଁ ଖୋଲିଲେ ନବୀନ: ଓଡ଼ିଶାର ସ୍ୱାର୍ଥ ପାଇଁ ବିଦେଶ ଯାଇଥିଲି, ଅଭିଯୋଗର ଉଚିତ ଯବାବ ଦିଆଯିବ

ବିଦେଶ ଗସ୍ତକୁ ନେଇ ତଦନ୍ତ ନିର୍ଦ୍ଦେଶ ପ୍ରସଙ୍ଗରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ନିଜ ବିଦେଶ ଗସ୍ତ ବହୁତ ସୀମିତ ଥିବା କହିବା ସହ କେବଳ ଓଡ଼ିଶାର ସ୍ୱାର୍ଥ ପାଇଁ ସେ ବିଦେଶ ଯାଇଥିବା କହିଛନ୍ତି ନବୀନ।

ତାଙ୍କ ସହ ତାଙ୍କ ଅଫିସରମାନଙ୍କ ବିଦେଶ ଗସ୍ତକୁ ନେଇ ମିଥ୍ୟା ଅଭିଯୋଗ ଅଣାଯାଇଥିବା କହିଛନ୍ତି।

ଏହାର ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ।

Advertisment ସେହିପରି ରାଜସ୍ଥାନ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ନିଜର ମତ ରଖିଛନ୍ତି ନବୀନ।

ରାଜସ୍ଥାନରେ ବିରୋଧୀ ଦଳ ବହୁତ ଭଲ ପ୍ରଦର୍ଶନ କରିଥିବା କହିଛନ୍ତି।

ଏହାର ପ୍ରଭାବରେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବାର ଆଶଙ୍କା ରହିଥିବା ମଧ୍ୟ ମତ ଦେଇଛନ୍ତି ନବୀନ ପଟ୍ଟନାୟକ।

ସେପଟେ ଏନେଇ ବିଜେପିର ପ୍ରତିକ୍ରିୟା ମିଳିପାରିନି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)