Balasore robbery case: ରାତି ଅଧରେ ଘରେ ପଶିଲେ ମୁଖାପିନ୍ଧା ଦୁର୍ବୃତ୍ତ, ବାପା- ଝିଅଙ୍କୁ ମାଡ଼ ମାରି ସବୁ ଲୁଟିନେଲେ!
ବାଲେଶ୍ୱରରେ ଲୁଟ୍ ପାଟ୍ ।
ମହିଳାଙ୍କୁ ମାଡ଼ ମାରି ଘରେ ପଶିଲେ ୫ ମୁଖାପିନ୍ଧା ଦୁର୍ବୃତ୍ତ, ଲୁଟିନେଲେ ସୁନାଗହଣା ସହ ୫୦ ହଜାର ଟଙ୍କା।
ଅନନ୍ତପୁର ଥାନା ବାଳଙ୍ଗ ଗାଁରେ ଘଟିଛି ଏହି ଘଟଣା।
Advertisment ରାତିରେ ଖାଇପିଇ ଶୋଇବାକୁ ଯିବାବେଳେ ଘରେ ପଶିଥିଲେ ଦୁର୍ବୃତ୍ତ।
ସଙ୍ଗୀତା ପଲେଇ ଓ ତାଙ୍କ ବାପାଙ୍କୁ ମାଡ଼ ମାରି ଆଲମିରା ଚାବି ନେଇଯାଇଥିଲେ।ପରେ ଟଙ୍କା ଓ ଗହଣା ଲୁଟି ଫେରାର ହୋଇଯାଇଥିଲେ।
ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
