Literature: କବିତା ସ୍ତ୍ରୀଲୋକର ଉପପାଦ୍ୟ: କବୟିତ୍ରୀ ଶୁଭଶ୍ରୀ ଶୁଭସ୍ମିତା ମିଶ୍ରଙ୍କ କଲମରୁ ନିଃସୃତ...

Oct 23, 2026 - 21:26
Literature: କବିତା ସ୍ତ୍ରୀଲୋକର ଉପପାଦ୍ୟ: କବୟିତ୍ରୀ ଶୁଭଶ୍ରୀ ଶୁଭସ୍ମିତା ମିଶ୍ରଙ୍କ କଲମରୁ ନିଃସୃତ...

ସ୍ତ୍ରୀଲୋକର ଉପପାଦ୍ୟ ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ଯମୁନାରେ ବହୁଥିବା ପାଣି ଜାଣେ ମୋର ବୟସ ଗଙ୍ଗାଙ୍କ ସହ ଆତ୍ମରତି ରେ ମାତିଥିବା ପୁରୁଷ ମୁଣ୍ଡରେ ତାଣ୍ଡବ ଝଙ୍କାର ତୋଳେ ନାରୀର କ୍ରୋଧ ସ୍ତବ୍‌ଧ ହେଇଯାଏ ଆକାଶ!

Advertisment ଆତ୍ମକଥନର ବେଳାରେ, ତଥାପି ସବା ପଛଧାଡ଼ିରେ ନିରବ, ମୌନ ରହିବାର କଳା ନେଇ ଉଡ଼ିଯାଏ କାନି, ନତମସ୍ତକ ହେଲାବେଳେ ଦିଶେ ହଳେ ଆଖି, ଆତ୍ମସ୍ଥ ମୁଦ୍ରାରେ!

ଆହୁରି ପଢ଼ନ୍ତୁ- Survey: ଚାକିରି ଖୋଜିବା ବଦଳରେ ବ୍ୟବସାୟ ପାଇଁ ଆକୃଷ୍ଟ ହେଉଛନ୍ତି ଯୁବପିଢ଼ି: ଭାରତର ୨୨% କଲେଜ ଛାତ୍ରଛାତ୍ରୀ ଆରମ୍ଭ କଲେ ନିଜର ବ୍ୟବସାୟ ଏ ବେଳା ଅଭିଶାପର, ଆଶୀର୍ବାଦର ମୁଦ୍ରାରେ ସଂଗଠିତ ହୁଏ ପୃଥିବୀକୁ ଓହ୍ଲାଇ ପଡ଼ିବାର ଆରମ୍ଭ ମୌନମୁନିର ଅଭିସାର ନେଇ ପୁରୁଷ ଦେଖୁଥାଏ ପାଣିରେ ଭାସିଯାଏ ଭବିଷ୍ୟତ ଖୋଲିଗଲେ ପାଟି, ମହାପ୍ରଳୟ ତଥାପି ତୁଣ୍ଡରେ ଉଚ୍ଚାରିତ ହୁଏ ଶବ୍ଦ ଆହତ ହୁଏନା, ନିର୍ବାଣ ପାଏ ଅଭିଶାପ ଏଥର ଆରମ୍ଭ ହୁଏ ନୂଆ ଆରମ୍ଭର, ଲେଖା ହୁଏ ଶ୍ଳୋକ, ବୋଲାଯାଏ କବିତା ମହାଗାଥାର ନାୟକମାନେ ଅନ୍ଧାର ଭିତରେ ମୁକ୍ତି ର ଆଲୋକ ଦେଖନ୍ତି, ଉପପାଦ୍ୟ ର ଆଦ୍ୟାଂଶରେ ଲେଖାଯାଏ, ସ୍ତ୍ରୀଲୋକ କାନି, ଯାହା ନିର୍ଲଜ୍ଜରେ ଉଡ଼ିଗଲା ବୋଲି ତ ଏତେକଥା ଯେଉଁ ରକ୍ତର ଛିଟା ଦିଶୁଛି ସେ ସବୁ ପ୍ରାପ୍ୟ ସେଇ କାନିର ଦୁଧରଙ୍ଗର ସଫେଦ ଧଳା ପଣତ ରେ ରକ୍ତର ଦାଗ, ଆହୁରି ପଢ଼ନ୍ତୁ- Anil Kapoor: "ଯଦି ମୋର କେହି ଯାଆଁଳା ଭାଇ ଥାଆନ୍ତେ, ତେବେ ସେ କେବଳ ସତୀଶ କୌଶିକ": ବନ୍ଧୁଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ ଅନିଲ କପୁର ହଁ ମ ଅଧିକ କ'ଣ?

ନାରୀ ହିଁ ତ ଅଭିଶପ୍ତ କରେ ନାରୀ କୁ ଦେହର ଭାସେ ମୁର୍ଦାର।

ରକ୍ତାକ୍ତ ପଣତ ଭାବୁଥାଏ, କେତେ ପ୍ରଗାଢ଼ ସତରେ ପୁରୁଷତନ୍ତ୍ର ର ବିସ୍ତାର!

ମୋ: ୯୮୬୧୭୮୮୯୯୯ ଅଧିକ ‌ଦେଖନ୍ତୁ-

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)