Jensen Huang Returns as NVIDIA CEO After Dramatic Boardroom U-Turn
#NVIDIA_ସିଇଓ_ପଦକୁ_ଫେରିଲେ_ଜେନସେନ୍
NVIDIA ସିଇଓ ପଦକୁ ଫେରିଲେ ଜେନସେନ୍ ହୁଆଙ୍ଗ। ନିଜେ ସହ-ପ୍ରତିଷ୍ଠା କରିଥିବା କମ୍ପାନୀ ଛାଡ଼ିବାର ଦୁଇ ସପ୍ତାହରୁ କମ୍ ସମୟ ମଧ୍ୟରେ ଜେନସେନ ପୁଣିଥରେ NVIDIA ଦାୟିତ୍ୱକୁ ଫେରିଛନ୍ତି। ଚିପ୍ ନିର୍ମାତା କମ୍ପାନୀର ବୋର୍ଡ ସର୍ବସମ୍ମତି କ୍ରମେ ହୁଆଙ୍ଗଙ୍କ ସମର୍ଥନରେ ଭୋଟ୍ ଦେଇଛି। ତାଙ୍କୁ ସଭାପତି, ସିଇଓ ଏବଂ ବୋର୍ଡ ନିର୍ଦ୍ଦେଶକ ଭାବେ ପୁନଃନିଯୁକ୍ତି ଦିଆଯାଇଛି। ବୋର୍ଡ କହିଛି ଯେ, ହୁଆଙ୍ଗଙ୍କ ସହ ହୋଇଥିବା ଏକାଧିକ ବୈଠକ ପରେ ତାଙ୍କର ସ୍ପଷ୍ଟବାଦିତା ଏବଂ ନେତୃତ୍ୱ ନେବାର କ୍ଷମତା ଉପରେ ବୋର୍ଡ ସନ୍ତୁଷ୍ଟ ହୋଇଛି। ଏହାସହ ଆମେରିକା ସରକାରଙ୍କ ଉଚ୍ଚସ୍ତରରୁ ମିଳିଥିବା ପରାମର୍ଶରୁ ଏହା ସ୍ପଷ୍ଟ ହୋଇଛି ଯେ, ତାଙ୍କର ପ୍ରତ୍ୟାବର୍ତ୍ତନ ଦ୍ୱାରା ଜାତୀୟ ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ। ଏହି ନିଷ୍ପତ୍ତି ଗତ ସପ୍ତାହର ନିଷ୍ପତ୍ତିର ସମ୍ପୂର୍ଣ୍ଣ ବିପରୀତ। ଗତ ସପ୍ତାହରେ ସେହି ସମାନ ବୋର୍ଡ ତାଙ୍କୁ ଫେରାଇ ଆଣିବାର କୌଣସି ଯୋଜନା ନଥିବା କହିଥିଲା। ସେପଟେ ଜେନସେନ ଫେରିବା ପରେ NVIDIA ସେୟାର ୩୫ ପ୍ରତିଶତ ବଢିଛି। ସେହିପରି ଆମେରିକା ସେୟାର ମାର୍କେଟ୍ ସାଢେ ୩ ପ୍ରତିଶତ ବୃଦ୍ଧି ପାଇଛି।
#TechnologyNews_NVIDIA#NVIDIA_JensenHuang#USNews_DonaldTrump#BusinessNews_NVIDIA#TechLeadership
#ArtificialIntelligence#StockMarketNews#ChipIndustry
#JensenHuangReturn_NVIDIA#NVIDIACEO_Reinstatement
#TrumpSupport_NVIDIA#OTV
NVIDIA co-founder Jensen Huang has reportedly returned as the company's President, CEO and Board Director less than two weeks after stepping down. According to the report, NVIDIA's board unanimously voted in favour of his reinstatement following multiple meetings. Huang had reportedly resigned on November 12, ending his 33-year tenure as CEO.
The board reportedly expressed confidence in Huang's leadership and stated that his return posed no national security threat. US President Donald Trump has also backed his return, calling Huang's leadership important for NVIDIA and the American economy.
The report links Huang's earlier resignation to concerns raised over an alleged foreign intelligence connection. CFO Colette Kress had reportedly taken charge as interim CEO. Following Huang's return, NVIDIA shares are claimed to have surged 35%, while the broader US stock market reportedly gained 3.5%.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
