IKATAN Shines at Bhubaneswar Runway Week with Stunning Ikat Saree Fashion Show
#ଫ୍ୟାଶନ୍_ମଞ୍ଚରେ_ଇକତନ୍ର_ଜଲୱା
ଭୁବନେଶ୍ବର ରନଓ୍ୱେ ଓ୍ୱିକରେ ଚମକିଲା ଇକତନ୍। ଆକର୍ଷଣର କେନ୍ଦ୍ର ପାଲଟିଲା ଇକତ୍ ଶାଢ଼ିର ଫ୍ୟାଶନ୍ ଶୋ। ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ବୟନ କଳାକୁ ଫ୍ୟାଶନ୍ ମଞ୍ଚରେ ମିଳିଛି ଆଉ ଏକ ନୂଆ ପରିଚୟ। ଭୁବନେଶ୍ବର ରନୱେ ୱିକ ଫ୍ୟାସନ ଶୋରେ ଦେଖିବାକୁ ମିଳିଥିଲା ଇକତନ ବ୍ରାଣ୍ଡର ଶାଢ଼ିର ମନୋମୁଗ୍ଧକର ପ୍ରଦର୍ଶନ। ଏଥିରେ ୧୫ଟି ଭିନ୍ନ ଭିନ୍ନ ଡିଜାଇନର ଇକତ୍ ଶାଢ଼ିକୁ ମଡେଲମାନେ ରାମ୍ପରେ ପ୍ରଦର୍ଶିତ କରିଥିଲେ । ଶୋ'ର ମୁଖ୍ୟ ଆକର୍ଷଣ ଥିଲେ ଅଭିନେତ୍ରୀ ଲିପିକା ପରିଡ଼ା। ଏହି ଅବସରରେ ଓଡ଼ିଶା ଟେଲିଭିଜନ୍ ନେଟୱର୍କର ଡେପୁଟି ସିଓଓ ତଥା ବିଜନେସ୍ ହେଡ୍ ଲିତିଶା ମଙ୍ଗତ ପଣ୍ଡା ମଞ୍ଚ ଉପରକୁ ଆସି ଇକତନର ଏହି ଉଦ୍ୟମକୁ ପ୍ରୋତ୍ସାହିତ କରିଥିଲେ।
IKATAN made a remarkable impression at Bhubaneswar Runway Week with a spectacular fashion show celebrating Odisha's traditional handloom and weaving heritage. The show featured 15 unique Ikat saree designs showcased by models on the runway.
#IKATAN#BhubaneswarRunwayWeek#IkatSaree#OdishaHandloom#OdishaTextile#LipikaParida#FashionShow#OdishaTV#otv
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
