Horoscope 2026 August 12: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ଆପଣଙ୍କର ଅଧିକତର ସମୟ ପିଲାମାନଙ୍କ ସହିତ ବିତିବ।
ଦ୍ବିପ୍ରହର ସୁଦ୍ଧା ଆପଣ ଭଲ ଖବର ପାଇବେ।
କିଛି ନୂଆ କାମ କରିବେ।
ବିଜ୍ଞାନ କ୍ଷେତ୍ରରେ ଥିବା ଲୋକଙ୍କୁ ନୂଆ ସଂଧାନରେ ବଡ଼ ସଫଳତା ମିଳିବ।
Advertisment ବୃଷ: କିଛି କାମ ଅଧୁରା ରହିପାରେ।
ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ ଅଧିକ ଯାତୟାତ କରିବାକୁ ପଡ଼ିବ।
କାମକୁ ଭଲ ଦିଶା ଦେବାକୁ ପ୍ରୟାସ କରିବେ।
ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ମିଥୁନ: ଆପଣଙ୍କ ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ।
ମନ୍ଦିରକୁ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ ଜୀବନରେ ସଫଳତା ମିଳିବ।
ଘର ଓ ଅଫିସରେ ପରିବେଶ ପ୍ରସନ୍ନତାଦାୟକ ରହିବ।
କର୍କଟ: ଆପଣଙ୍କର ଧ୍ୟାନ ଧର୍ମକାର୍ଯ୍ୟ ଆଡ଼କୁ ରହିବ।
କାର୍ଯ୍ୟକ୍ଷେତ୍ରରେ ପରିବାର ଲୋକଙ୍କ ସହଯୋଗ ପାଇବେ।
ନୂଆ ଲୋକଙ୍କ ସହ ମିଶନ୍ତୁ ଆପଣଙ୍କୁ ଲାଭ ମିଳିବ।
ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।
ସିଂହ: ଅଧୁରା କାମ ପୂରା ହେବ।
ଅଚାନକ ଧନଲାଭ ହେବ।
ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
ରଚନାତ୍ମକ କାମ ପାଇଁ ଭଲ ଦିନଟିଏ।
କିଛି ଲୋକଙ୍କର ଧ୍ୟାନ ଆପଣଙ୍କ ଉପରେ ରହିବ।
କନ୍ୟା: ନିଜକୁ ଶକ୍ତିଶାଳୀ ଅନୁଭବ କରିବେ।
ଉନ୍ନତି ପାଇଁ କିଛି ଲାଭକାରୀ ବିଷୟ ସମ୍ମୁଖକୁ ଆସିବ।
ରାଜନୀତିରେ ସଫଳତା ପାଇବେ।
ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ରହିବ।
ଆହୁରି ପଢ଼ନ୍ତୁ- Cyber Fraud Gang ମୋମୋ ଦୋକାନ ଆଢ଼ୁଆଳରେ ଚଳାଉଥିଲେ ଆନ୍ତଃରାଜ୍ୟ ସାଇବର ଠକେଇ, ଝାଡ଼ଖଣ୍ଡରୁ ୪ ଗିରଫ ତୁଳା: ବ୍ୟବସାୟର ପ୍ରଗତି ଲାଗି ଦିନଟି ବହୁତ ଭଲ।
ଧନଲାଭ ହୋଇପାରେ।
ସମାଜରେ ମାନପ୍ରତିଷ୍ଠା ବୃଦ୍ଧି ହେବ।
ଜୀବନସାଥୀ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।
ଛାତ୍ରଛାତ୍ରୀ ପାଠପଢ଼ାରେ ମନୋଯୋଗ ଦିଅନ୍ତୁ।
ବିଛା: ପରିବାରରେ କୌଣସି ସଦସ୍ୟ ସହିତ ବିବାଦ ହୋଇପାରେ।
ଜଣା ଅଜଣାରେ ଆପଣଙ୍କ ଦ୍ବାରା ଭୁଲ୍ ହୋଇପାରେ।
ବ୍ୟବସାୟ ମାନ୍ଦା ଧରିବ।
ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।
ଧନୁ: ବଡ଼ ପଦକ୍ଷେପ ନେବାରେ ନିବୃତ୍ତ ରହନ୍ତୁ।
ପାଠପଢ଼ା ପ୍ରତି ଆପଣଙ୍କ ସନ୍ତାନର ଗମ୍ଭୀରତା ବଢ଼ିବ।
କୌଣସି ପୁରୁଣା ବିବାଦ ସମ୍ମୁଖକୁ ଆସିପାରେ।
ଆର୍ଥିକ ସ୍ଥିତି ସାମାନ୍ୟ ରହିବ।
ମକର: କୌଣସି କାମରେ ଭଲ ପ୍ରଦର୍ଶନ ଦେବା ଲାଗି କିଛି ନୂଆ କରିବେ।
ପରିବାରରେ କୌଣସି ଧର୍ମକାର୍ଯ୍ୟ ଆୟୋଜନର ରୂପରେଖ ପ୍ରସ୍ତୁତ ହେବ।
ସଠିକ୍ ଯୋଜନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ଆଣି ପାରନ୍ତି।
କୁମ୍ଭ: କିଛି ଚିନ୍ତା ଆପଣଙ୍କ ଲାଗି ବାଧା ସୃଷ୍ଟି କରିପାରେ।
ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।
ଆଳସ୍ୟ ସତ୍ତ୍ବେ ବି ଆପଣଙ୍କର କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ।
ପରିବାର ଲୋକ ଘର କାମରେ ସାହାଯ୍ୟ କରିବେ। ମୀନ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ।
ବନ୍ଧୁ ସାହାଯ୍ୟରେ ଆପଣଙ୍କ କାମ ପୂରା ହୋଇଯିବ।
ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।
ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କର ଭାବନା ଜାଣିବାକୁ ଚେଷ୍ଟା କରିବେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
