Historic Cuttack Bali Jatra: ଡଙ୍ଗାରେ ଆସିବେ ରାଷ୍ଟ୍ରପତି, ଐତିହାସିକ ବାଲିଯାତ୍ରାର କରିବେ ଉଦଘାଟନ

Nov 14, 2026 - 17:46
Historic Cuttack Bali Jatra: ଡଙ୍ଗାରେ ଆସିବେ ରାଷ୍ଟ୍ରପତି, ଐତିହାସିକ ବାଲିଯାତ୍ରାର କରିବେ ଉଦଘାଟନ

ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଏନେଇ ରାଷ୍ଟ୍ରପତି ସମ୍ମତି ପ୍ରକାଶ କରିଛନ୍ତି।

ତାଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବି ଉଦଘାଟନ ଉତ୍ସବରେ ଯୋଗ ଦେବେ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ମହାନଦୀ ବୋଟ କ୍ଲବରୁ ଗଡଗଡ଼ିଆ ଘାଟ ଯାଏଁ ଡଙ୍ଗାରେ ଆସିବେ ଅତିଥି ।

ଏହାପରେ ମଞ୍ଚରେ ରହି ବାଲିଯାତ୍ରାକୁ ଉଦଘାଟନ କରିବେ।

ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।.....

Advertisment କଟକ ଐତିହାସିକ ବାଲିଯାତ୍ରାରେ ଯୋଗ ଦେବେ ରାଷ୍ଟ୍ରପତି ବାଲିଯାତ୍ରାକୁ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ ଉତ୍ସବରେ ସାମିଲ ହେବେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବୋଟ କ୍ଲବରୁ ଗଡଗଡ଼ିଆ ଘାଟ ଯାଏଁ ଡଙ୍ଗାରେ ଆସିବେ ଅତିଥି ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ : ଜିଲ୍ଲାପାଳ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)