Gunupur Killing Case ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

Sep 07, 2026 - 16:48
Gunupur Killing Case ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

"ଗୁଣପୁର:  ଏକ ହତ୍ୟା ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲାଜଜ୍‌ (ଏଡିଜେ) ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

Advertisment Court Judgement: ଦୁଷ୍କର୍ମ ମାମଲାରେ ପୋକ୍ସୋ କୋର୍ଟ ହାଜର ହେଲେ ମାଓନେତା ଆଜାଦ ସୂଚନାନୁସାରେ, ୨୦୨୩ ଜୁଲାଇ ୨୧ରେ  ଗୁଣପୁର ବ୍ଲକ୍ ସିରିଝୋଲି ଗ୍ରାମରେ ଏସ୍‌ ରମେଶଙ୍କୁ ରାତି ଶୋଇଥିବା ବେଳେ କେହି ଟଙ୍ଗିଆରେ ହାଣି ହତ୍ୟା କରିଥିଲେ।

ଏହି ଘଟଣାରେ, ମୃତକଙ୍କ ସମ୍ପର୍କୀୟ ବୁଜିଙ୍କ ଅଭିଯୋଗ ଭିତ୍ତିରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ମୃତକଙ୍କ ସମ୍ପର୍କୀୟ ସିଙ୍ଗିପୁରମ୍‌ ବୁଡୁ (୫୫)କୁ ଗିରଫ କରିଥିଲେ।

Court Judgement ପତ୍ନୀହନ୍ତାଙ୍କୁ ଆଜୀବନ ଜେଲ୍‌, ୧୫ ହଜାର ଟଙ୍କା ଜରିମାନା ଆଜି (ସୋମବାର) ସମସ୍ତ ପକ୍ଷର ଯୁକ୍ତ, ସାକ୍ଷ୍ୟ, ପ୍ରମାଣ ଆଧାରରେ ଏଡିଜେ ଦେବଦତ୍ତ ପଟ୍ଟନାୟକ ଉକ୍ତ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି।

ସମୁଦାୟ ୧୨ଜଣ  ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା।

ସୂଚନା ଯୋଗ୍ୟ ଯେ ଅଭିଯୁକ୍ତ ଜଣକ ହତ୍ୟା କରିଥିବା ଦିନଠାରୁ ଗୁଣପୁର ଉପକାରାଗାରରେ ବିଚାରଧୀନ କଏଦୀ ଭାବେ ରହିଥିଲେ।

ଆଜି ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଣି ହେବାପରେ ଜେଲ ହାଜତକୁ ପଠାଇ ଦିଆଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)