Free Electricity: ଏଣିକି ୩୦୦ ୟୁନିଟ୍‌ର ବିଦ୍ୟୁତ୍‌ ମାଗଣା ବିଜୁଳି

Aug 11, 2026 - 10:33
Free Electricity: ଏଣିକି ୩୦୦ ୟୁନିଟ୍‌ର ବିଦ୍ୟୁତ୍‌ ମାଗଣା ବିଜୁଳି

"ସରିବ ବିଜୁଳି ବିଲ୍‌ର ଟେନସନ୍।

ସରକାର ଲାଗୁ କଲେ ନୂଆ ଘୋଷଣା।

ଲାଭବାନ୍ ହେବେ ଉପଭୋକ୍ତା।

ଭାରତରେ ଗୋଟିଏ ମଧ୍ୟବିତ୍ତ କିମ୍ବା ଗରିବ ପରିବାର ପାଇଁ ବିଜୁଳି ବିଲ୍ ଦେବା ଏକ ଚ୍ୟାଲେଞ୍ଜ ହୋଇଥାଏ।

କିନ୍ତୁ ଥରେ ଭାବନ୍ତୁ ଯଦି ଆପଣଙ୍କୁ ୩୦୦ ୟୁନିଟ୍‌ର ବିଜୁଳି ବିଲ୍ ଦେବାକୁ ପଡ଼ିବନି,ତେବେ କେମିତି ଅନୁଭବ ହେବ?

ତେବେ ଆପଣଙ୍କ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ଆଣିଛନ୍ତି ନୂଆ ଯୋଜନା।

ଯାହାର ନାମ ପିଏମ୍ ସୂର୍ଯ୍ୟ ଘର ବିଜୁଳି ଯୋଜନା।

ଏହି ଯୋଜନା ଅଧୀନରେ ଆପଣ ନିଜ ଛାତ ଉପରେ ସୋଲାର ପ୍ୟାନେଲ୍ ର ବ୍ୟବହାର କରି ପ୍ରତି ମାସରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ବ୍ୟବହାର କରିପାରିବେ।

ସବୁଠାରୁ ବଡ଼ କଥା ହେଉଛି ସରକାର ସୌର ପ୍ୟାନେଲ୍ ସ୍ଥାପନ ପାଇଁ ସବସିଡି ମଧ୍ୟ ପ୍ରଦାନ କରୁଛନ୍ତି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media