Former Jailer Makes Explosive Allegations: ପୂର୍ବତନ ଜେଲ୍ ଡିଜିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ଥାନାରେ ବୟାନ ରଖିଲେ ଜେଲର
କ୍ୟାପିଟାଲ ଥାନାରେ ବାଲେଶ୍ୱରର ପୂର୍ବତନ ଜେଲର ପ୍ରଦୀପ୍ତ କୁମାର ମହାଲିକ୍ ।
ଥାନାରେ ଚାଲିଛି ଷ୍ଟେଟମେଣ୍ଟ ରେକର୍ଡ ।
ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ ଦେଇଥିଲେ ଏତଲା ।
ଜେଲରେ ବିଚାରାଧୀନ କଏଦୀଙ୍କୁ ମିଛ ଡ୍ରଗ୍ସ ମାମଲାରେ ଫସାଇବା ପାଇଁ ସୁଶାନ୍ତ ନାଥ ଚାପ ପକାଉଥିବା ନେଇ କରିଛନ୍ତି ଅଭିଯୋଗ ।
ଏପରିକି ଏ କଥାରେ ରାଜି ନହେବାରୁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ଭଳି ଗୁରୁତର ଅଭିଯୋଗ କରିଛନ୍ତି।
Advertisment କ୍ୟାପିଟାଲ ଥାନାରେ ବାଲେଶ୍ୱରର ପୂର୍ବତନ ଜେଲର ବାଲେଶ୍ୱରର ପୂର୍ବତନ ଜେଲର ପ୍ରଦୀପ୍ତ କୁମାର ମହାଲିକ୍ ଥାନାରେ ଚାଲିଛି ଷ୍ଟେଟମେଣ୍ଟ ରେକର୍ଡ ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ ଦେଇଥିଲେ ଏତଲା ସୁଶାନ୍ତ ନାଥ ଚାପ ପକାଉଥିବା ନେଇ କରିଛନ୍ତି ଅଭିଯୋଗ ରାଜି ନହେବାରୁ ଚାକିରିରୁ ନିଲମ୍ବିତ ଭଳି ଗୁରୁତର ଅଭିଯୋଗ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
