Firecrackers Stored Inside Asbestos House Explode: ଆଜବେଷ୍ଟସ୍ ଘରେ ଗଚ୍ଛିତ ଥିଲା ବାଣ, ହଠାତ୍ ବିସ୍ଫୋରଣରୁ ଲାଗିଲା ନିଆଁ

Nov 16, 2026 - 18:12
Firecrackers Stored Inside Asbestos House Explode: ଆଜବେଷ୍ଟସ୍ ଘରେ ଗଚ୍ଛିତ ଥିଲା ବାଣ, ହଠାତ୍ ବିସ୍ଫୋରଣରୁ ଲାଗିଲା ନିଆଁ

ଭୁବନେଶ୍ୱରରେ ବାଣ ବିସ୍ଫୋରଣରୁ ଭୟଙ୍କର ଅଗ୍ନିକାଣ୍ଡ ।

ଲକ୍ଷ୍ମୀସାଗର ଶନିଶ୍ଚର ମନ୍ଦିର ନିକଟରେ ଅଘଟଣ ।

ଏକ ଆଜବେଷ୍ଟସ୍ ଘରେ ଗଚ୍ଛିତ ଥିବା ବାଣରେ ହଠାତ୍ ବିସ୍ଫୋରଣ ଘଟିବାରୁ ନିଆଁ ଲାଗିଯାଇଥିଲା।

ଅଘଟଣରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।

Advertisment ଆହତ ବ୍ୟକ୍ତି ହେଉଛନ୍ତି ଅରବିନ୍ଦ ମହାନ୍ତି।

ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଲକ୍ଷ୍ମୀସାଗର ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ତେବେ ଆଜବେଷ୍ଟସ୍ ଘରେ କେଉଁ ପରିସ୍ଥିତିରେ ବାଣ ଗଚ୍ଛିତ ରଖାଯାଇଥିଲା ଏବଂ ବିସ୍ଫୋରଣର ପ୍ରକୃତ କାରଣ କ'ଣ, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଭୁବନେଶ୍ୱରରେ ବାଣ ବିସ୍ଫୋରଣରୁ ଅଗ୍ନିକାଣ୍ଡ ଲକ୍ଷ୍ମୀସାଗର ଶନିଶ୍ଚର ମନ୍ଦିର ନିକଟରେ ଅଘଟଣ ଆଜବେଷ୍ଟସ୍ ଘରେ ଗଚ୍ଛିତ ଥିବା ବାଣରେ ବିସ୍ଫୋରଣ ଅଘଟଣରେ ଜଣେ ଆହତ, ଡାକ୍ତରଖାନାରେ ଭର୍ତ୍ତି ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)