FIFA: ଫିଫା ୧୫ ବର୍ଷରୁ କମ୍ ବିଶ୍ବକପ୍: ବିଜୟରୁ ଭାରତର ଅଭିଯାନ, ଲାଓସ୍କୁ ୪-୨ରେ ହରାଇଲା
ବକୁ: ଆଜରବାଇଜାନ୍ରେ ଚାଲିଥିବା ଫିଫା ୧୫ ବର୍ଷରୁ କମ୍ ବିଶ୍ବକପ୍ ରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି।
ଶନିବାର ମ୍ୟାଚ୍ରେ ଭାରତ ୪-୨ ଗୋଲ୍ରେ ଲାଓସ୍କୁ ମାତ୍ ଦେଇଛି।
ମ୍ୟାଚ୍ର ସପ୍ତମ ମିନିଟ୍ରେ ମାକଡୋନିସ ଏନ୍ଗାଇରାଙ୍ଗବାମ୍ଙ୍କ ଗୋଲ୍ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା।
ଏହାର ୪ ମିନିଟ୍ରେ ଆର୍ ଲାଲରେମରୁଆତଫେଲା (୧୧ ମିନିଟ୍)ଙ୍କ ଗୋଲ୍ରେ ଭାରତ ୨-୦ରେ ଆଗୁଆ ହୋଇଥିଲା।
Advertisment ଭାରତକୁ ଦେଇଥିଲେବିଜୟ ଭେଟି ଏହା ପର ମିନିଟ୍ରେ ଲାଓସ୍ର ଆନ୍ନାଭିନ ଜାୟାସୋନ୍ (୧୨ ମିନିଟ୍) ଗୋଟିଏ ଗୋଲ୍ ଶୁଝି ଦେବାରୁ ପ୍ରଥମାର୍ଦ୍ଧକୁ ୨-୧ରେ ନିଜ ଶେଷ ହୋଇଥିଲା।
୨୪ତମ ମିନିଟ୍ରେ ସୌକସାଭନ ସିଲିସେଙ୍ଗ ଆଉ ଗୋଟିଏ ଗୋଲ୍ ଶୁଝି ସ୍ଥିତି ସମାନ କରିଥିଲେ।
ତେବେ ୩୧ ମିନିଟ୍ରେ ଲାଲରେମରୁଆଫେଲା ଓ ୩୩ ମିନିଟ୍ରେ ସୌମଜିତ ସର୍କାର ଗୋଲ୍ କରି ଭାରତକୁ ବିଜୟ ଭେଟି ଦେଇଥିଲେ।
ଭାରତ ପରବର୍ତ୍ତୀ ମ୍ୟାଚ୍ରେ ରବିବାର କାମେରନ ଓ ଗ୍ରେନାଡାକୁ ଭେଟିବ।
ବ୍ୟାଡ୍ମିଣ୍ଟନ ଲାଗି ଘୋଷିତ ଭାରତୀୟ ଦଳରେ ସ୍ଥାନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
