IND vs NZ 2nd T20I: ରୋମାଞ୍ଚକର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଧରାଶାୟୀ କଲା ଭାରତ, ଦମ୍ଭ ଦେଖାଇଲେ ତିଲକ-ନୀତିଶ

Oct 24, 2026 - 16:21
IND vs NZ 2nd T20I: ରୋମାଞ୍ଚକର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଧରାଶାୟୀ କଲା ଭାରତ, ଦମ୍ଭ ଦେଖାଇଲେ ତିଲକ-ନୀତିଶ

କ୍ରାଏଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ମାଟିରେ ଭାରତୀୟ କ୍ରିକେଟ୍‌ ଟିମ୍‌ ଦମଦାର ପ୍ରଦର୍ଶନ କରିଛି।

ଆଗଧାଡ଼ିର ଖେଳାଳିମାନେ ବିପର୍ଯ୍ୟୟର ଶିକାର ହୋଇଥିଲେ ମଧ୍ୟ ନିମ୍ନକ୍ରମରେ ଥିବା ଯୁବ ବ୍ୟାଟରମାନେ ଭାରତ ପାଇଁ ବିଜୟ ଆଣି ଦେଇଛନ୍ତି।

ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୪ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି।

କ୍ରାଏଷ୍ଟଚର୍ଚ୍ଚର ହାଗଲି ଓଭାଲରେ ୧୮୧ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତୀୟ ଟିମ୍‌ ୧୯.୫ ଓଭରରେ ୬ଟି ୱିକେଟ ହରାଇ ପୂରଣ କରିଛି।

ଏଥି ସହିତ ଭାରତୀୟ ଦଳ ବର୍ତ୍ତମାନ ୨-୦ରେ ଆଗୁଆ ଅଛି।

Advertisment ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହି ମୁକାବିଲାରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ଦିଆଯାଇଥିଲା।

ଦଳର ଆଗଧାଡ଼ିର ଖେଳାଳିମାନେ ବିପର୍ଯ୍ୟୟର ସାମ୍ନା କରିଥିଲେ।

ତେବେ ନ୍ୟୁଜିଲାଣ୍ଡ ଠାରୁ ତିଲକ ବର୍ମା ଏବଂ ନୀତିଶ କୁମାର ରେଡ୍ଡୀ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)