Farmers Fear Crop Damage: ପୁଣି ଚାଷୀଙ୍କ ମୁଣ୍ଡରେ ଚଡ଼କ! ବାତ୍ୟା ଭୟରେ କଞ୍ଚା ଧାନ କାଟିବାକୁ ବାଧ୍ୟ

Nov 14, 2026 - 11:20
Farmers Fear Crop Damage: ପୁଣି ଚାଷୀଙ୍କ ମୁଣ୍ଡରେ ଚଡ଼କ! ବାତ୍ୟା ଭୟରେ କଞ୍ଚା ଧାନ କାଟିବାକୁ ବାଧ୍ୟ

ପୁଣି ଚାଷୀଙ୍କ ଚିନ୍ତା ବଢାଇଲା ସମ୍ଭାବ୍ୟ ବାତ୍ୟା।

ତରବରିଆ ଭାବେ କଞ୍ଚା ଧାନ କାଟୁଛନ୍ତି ଚାଷୀ।

ପାଗ କୋହଲା ଥିବା ଦେଖି ଏବେ ବାଧ୍ୟ ହୋଇ ତରବରିଆ ଭାବେ କଞ୍ଚା ଧାନ କାଟିବାକୁ ଆରମ୍ଭ କଲେଣି ଚାଷୀ।

ଗତ ବାତ୍ୟା 'ଅର୍ଣ୍ଣବ' ଏବଂ ପରବର୍ତ୍ତୀ ଋଷିକୁଲ୍ୟା ବନ୍ୟା ଯୋଗୁ ଗଞ୍ଜାମ ଜିଲ୍ଲାରେ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ବହୁ ପରିମାଣର ଧାନ ନଷ୍ଟ ହୋଇଯାଇଥିଲା।

Advertisment ସେହି କ୍ଷତିରୁ ଚାଷୀ ସମ୍ପୂର୍ଣ୍ଣ ମୁକୁଳି ନଥିବା ବେଳେ ପୁଣି ବାତ୍ୟା ଓ ବର୍ଷା ଆଶଙ୍କା ସେମାନଙ୍କ ଚିନ୍ତା ବଢ଼ାଇ ଦେଇଛି।

ଯାହା କିଛି ଅବଶିଷ୍ଟ ଧାନ ବଞ୍ଚି ରହିଥିଲା, ତାକୁ ଅମଳ କରିବାର ଆଶାରେ ଥିଲେ ଚାଷୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)