Actress Harassment Row: Pub Management Apologises, Promises Action Over Security Lapse

Nov 25, 2026 - 00:18
Actress Harassment Row: Pub Management Apologises, Promises Action Over Security Lapse

#ଅଭିନେତ୍ରୀଙ୍କୁ_ଅସଦାଚରଣ #ପବ୍_କର୍ତ୍ତୃପକ୍ଷଙ୍କ_କ୍ଷମାପ୍ରାର୍ଥନା
ଅଭିନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ମାମଲାରେ ପବ୍ କର୍ତ୍ତୃପକ୍ଷଙ୍କ କ୍ଷମାପ୍ରାର୍ଥନା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପବ୍ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣରେ ଉଲ୍ଲେଖ କରାଯାଇଛି ଯେ, ଘଟଣାକୁ ଅତି ଗୁରୁତର ସହ ନିଆଯାଇଛି । ସେଦିନ ପବ୍ ପରିସରରେ ଗଣମାଧ୍ୟମକୁ ମ୍ୟାନେଜର ଦେଇଥିବା ପ୍ରତିକ୍ରିୟା ଉପରେ ବି କର୍ତ୍ତୃପକ୍ଷ ଦୁଃଖପ୍ରକାଶ କରିଛନ୍ତି । ମହିଳା ସୁରକ୍ଷା ଆମର ପ୍ରାଥମିକତା ଏବଂ ଆଗକୁ ତାଉପରେ ଅଧିକ ଦୃଷ୍ଟି ଦିଆଯିବ ବୋଲି କୁହାଯାଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବି ସେଦିନ ପବ୍ ପରିସରରେ ଆପଣଙ୍କ ପ୍ରତି ଅସାମାଜିକ ବ୍ୟକ୍ତିଙ୍କ ଅସଦାଚରଣ ଓ ଅଶ୍ଲୀଳ ଇଙ୍ଗିତ ପାଇଁ ଆମେ ଦୁଃଖିତ ଏବଂ ଏହା ଉପରେ ଆମେ ଉତ୍ତରଦାୟୀ ହେବା ସହ ଯଥାଶୀଘ୍ର ପଦକ୍ଷେପ ନେବୁ ବୋଲି ସୋସିଆଲ୍ ମିଡ଼ିଆରେ ଅଭିଯୋଗ କାରିଣୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି । ଘଟଣାକୁ ୩ଦିନ ବିତିଥିବା ବେଲେ ଆଜି ସୋସିଆଲ୍ ମିଡିଆରେ ଆଇନଗତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ ପୀଡ଼ିତା । ଘଟଣାକୁ ନେଇ ସିରିଜ୍ ପୋଷ୍ଟ କରି ସୋସିଆଲ ମିଡିଆରେ ଅସନ୍ତୋଷ ଝାଡ଼ିଥିଲେ । ହେଲେ ପୋଲିସ ପାଖକୁ ଯାଇ ପୀଡିତା କାହିଁକି ବୟାନ ରେକର୍ଡ କରୁନାହାନ୍ତି, ସେ ନେଇ ଉଠିଛି ପ୍ରଶ୍ନ ।
#OdishaNews_Actress#ActressHarassment_Pub#WomensSafety_India#PubManagement_Apology#WomenSafety#HarassmentAllegations#LegalProceedings#SocialMediaReaction
#OdishaTV#OTV

The management of a pub has issued an apology following allegations of misconduct and obscene gestures towards an actress on its premises. In a clarification shared on social media, the management said the incident was being taken seriously and expressed regret over the manager's earlier response to the media. It also assured that women's safety would remain a priority and promised prompt action.

The pub management acknowledged responsibility for the alleged misconduct despite security arrangements being in place and apologised directly to the complainant. Three days after the incident, the actress raised questions about the legal proceedings through a series of social media posts, expressing her dissatisfaction.

Meanwhile, questions have also emerged over why the actress has not yet approached the police to record her statement. The matter has brought renewed attention to women's safety at public entertainment venues and the handling of harassment complaints.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)