False Job Promises Used to Lure Two Women: ବରମୁଣ୍ଡା ବସଷ୍ଟାଣ୍ଡରୁ ୨ ଯୁବତୀ ଉଦ୍ଧାର, ବେଙ୍ଗାଲୁରୁ ଚାଲାଣ ଉଦ୍ୟମ ପଣ୍ଡ
ବରମୁଣ୍ଡା ବସଷ୍ଟାଣ୍ଡରୁ ୨ ଯୁବତୀ ଉଦ୍ଧାର।
ବେଙ୍ଗାଲୁରୁ ଚାଲାଣ ଉଦ୍ୟମ ପଣ୍ଡ।
ରାତି ଅଧରେ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରେ ବୁଲୁଥିବା ବେଳେ ସନ୍ଦେହ କରିଥିଲେ ସୁରକ୍ଷା କର୍ମୀ।
ସୂଚନା ପାଇ ରୁଚିକା ସମାଜ ମଙ୍ଗଳ ସଂଗଠନ ୨ ଯୁବତୀଙ୍କୁ ଉଦ୍ଧାର କରିଛି।
ଦଲାଲ ଏହି ଦୁଇ ଯୁବତୀଙ୍କୁ କଳାହାଣ୍ଡି ଅଞ୍ଚଳରୁ ଆଣି ବେଙ୍ଗାଲୁରୁକୁ ନେବାକୁ ଯୋଜନା କରୁଥିଲେ।
Advertisment ଅଧିକ ଟଙ୍କା ରୋଜଗାରର ମିଛ ପ୍ରଲୋଭନ ଦେଖାଇ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି।
ଘଟଣାସ୍ଥଳରୁ ଦଲାଲ ଫେରାର ଥିବାବେଳେ ଭରତପୁର ଥାନା ପୋଲିସ ଛାନଭିନ ଆରମ୍ଭ କରିଛି।
ବରମୁଣ୍ଡା ବସଷ୍ଟାଣ୍ଡରୁ ୨ ଯୁବତୀ ଉଦ୍ଧାର କଳାହାଣ୍ଡିରୁ ବେଙ୍ଗାଲୁରୁ ଚାଲାଣ ଉଦ୍ୟମ ପଣ୍ଡ ମିଛ ପ୍ରଲୋଭନ ଦେଖାଇ ଯୁବତୀ ଚାଲାଣ ଅଭିଯୋଗ ରୁଚିକା ସଂଗଠନ ଦ୍ୱାରା ୨ ଯୁବତୀ ଉଦ୍ଧାର ଦଲାଲ ଫେରାର, ପୋଲିସର ଛାନଭିନ୍ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
