Education: ଆରମ୍ଭ ହେବ ଆଲେନ୍‌ର ନିଟ୍‌ ରିପିଟର୍‌ ବ୍ୟାଚ୍‌

Aug 13, 2026 - 21:07
Education: ଆରମ୍ଭ ହେବ ଆଲେନ୍‌ର ନିଟ୍‌ ରିପିଟର୍‌ ବ୍ୟାଚ୍‌

"କୋଟା: ନିଟ୍‌-ୟୁଜି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ନାମଲେଖା ପାଇଁ କାଉନସେଲିଂ ଓ ସିଟ୍ ଆଲଟମେଣ୍ଟ ଆରମ୍ଭ ହୋଇସାରିଛି।

ଏହା ଭିତରେ ଅନେକ ସଂଖ୍ୟକ ନିଟ୍‌ ରିପିଟର୍‌ ଛାତ୍ର କୋଟାକୁ ଫେରିବା ଆରମ୍ଭ କରିଦେଇଛନ୍ତି।

Advertisment ଆଲେନ୍‌ କୋଟା ସଭାପତି ବିନୋଦ କୁମାୱତ କହିଛନ୍ତି ଯେ ଆଲେନ୍‌ କ୍ୟାରିୟର ଇନଷ୍ଟିଚ୍ୟୁୃଟ୍‌ ନିଟ୍‌-ୟୁଜି ପ୍ରସ୍ତୁତି ପାଇଁ ଲିଡର, ଆଚିଭର ଓ ଆଲ୍‌ଫା ଆଚିଭର ବ୍ୟାଚ୍‌ ଆରମ୍ଭ ଘୋଷଣା କରିଛି।

ଏସବୁ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯଥେଷ୍ଟ ଆଗ୍ରହ ଦେଖିବାକୁ ମିଳିଛି।

ଲିଡର ବ୍ୟାଚ୍‌ ଅଗଷ୍ଟ ୧୭ ତାରିଖରୁ, ଆଚିଭର ବ୍ୟାଚ୍‌ ଅଗଷ୍ଟ ୧୮ ଓ ୨୫ରୁ ଏବଂ ଆଲ୍‌ପା ଆଚିଭର ବ୍ୟାଚ୍‌ ଅଗଷ୍ଟ ୧୯ ଓ ସେପ୍ଟେମ୍ବର ୨ରୁ ଆରମ୍ଭ ହେବ।

ନିଟ୍‌-ୟୁଜି ସ୍କୋର ଅନୁଯାୟୀ ସ୍ବତନ୍ତ୍ର ଫି ରିହାତି ପ୍ରଦାନ କରାଯାଉଛି।

ଅଳ୍ପ ନମ୍ବର ପାଇଁ ସରକାରୀ ମେଡିକାଲ କଲେଜରେ ନାମଲେଖାରୁ ବଞ୍ଚିତ ଛାତ୍ରଛାତ୍ରୀମାନେ କୋଟାକୁ ଆସିବା ଆରମ୍ଭ କରିଦେଇଛନ୍ତି ବୋଲି ସେ ମତ ଦେଇଛନ୍ତି।

Odisha: ନିଟ୍‌ ୟୁଜିରେ ଆଲେନ୍‌ ଓଡ଼ିଶାର ସଫଳତା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media