Do These 5 Things on Tuesday: ମଙ୍ଗଳବାର କରନ୍ତୁ ଏହି ୫ କାମ ପ୍ରସନ୍ନ ହେବେ ସଙ୍କଟମୋଚନ

Nov 24, 2026 - 07:02
Do These 5 Things on Tuesday: ମଙ୍ଗଳବାର କରନ୍ତୁ ଏହି ୫ କାମ ପ୍ରସନ୍ନ ହେବେ ସଙ୍କଟମୋଚନ

ସଙ୍କଟମୋଚନ ହନୁମାନଙ୍କ ଉପରେ କୋଟି କୋଟି ଭକ୍ତଙ୍କର ଅତୁଟ ବିଶ୍ୱାସ ରହିଛି।

କୁହାଯାଏ ଯିଏ ଭକ୍ତି ଓ ଶ୍ରଦ୍ଧାର ସହ ପ୍ରଭୁଙ୍କୁ ସ୍ମରଣ କରେ ତାଙ୍କର ସବୁ ସଙ୍କଟ ପ୍ରଭୁ ହନୁମାନ ଦୂର କରନ୍ତି ।

ସେଥିପାଇଁ ତ ତାଙ୍କୁ ସଙ୍କଟମୋଚନ ବୋଲି କୁହାଯାଏ।

ଧାର୍ମିକ ମାନ୍ୟତା ଅନୁସାରେ ମଙ୍ଗଳବାର ହେଉଛି ପ୍ରଭୁ ହନୁମାନଙ୍କର ପ୍ରିୟ ବାର।

ତେଣୁ ଏହି ଦିନ ତାଙ୍କର ପୂଜାର୍ଚ୍ଚନା କଲେ ବିଶେଷ କୃପା ମିଳିଥାଏ ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି।

ଆପଣ ମଧ୍ୟ ଯଦି ବଜରଙ୍ଗବଳୀଙ୍କ ଆଶୀର୍ବାଦ ଲାଭ କରିବାକୁ ଚାହୁଁଛନ୍ତି ତେବେ ମଙ୍ଗଳବାର ଦିନ କିଛି ସରଳ ଧାର୍ମିକ ଉପାୟ ଆପଣାଇ ପାରିବେ।

ଏଥିପାଇଁ କୌଣସି ବଡ଼ ଆଡ଼ମ୍ବରର ଆବଶ୍ୟକତା ନାହିଁ।

ଘରେ ରହି ମଧ୍ୟ ଏହି ଉପାୟଗୁଡ଼ିକୁ ପାଳନ କରିପାରିବେ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)