ଆସ୍ଥା ଏବଂ ବିଶ୍ବାସର ଡଙ୍ଗା ଭାସିଲା
ଆସ୍ଥା ଏବଂ ବିଶ୍ବାସର ଡଙ୍ଗା ଭାସିଲା
କାର୍ତ୍ତିକ ପୂର୍ଣ୍ଣିମାରେ ନୌବାଣିଜ୍ୟ ପରଂପରାକୁ ମନେ ପକାଇ ଓଡ଼ିଶାବାସୀ ଆଜି ଆସ୍ଥା ଏବଂ ବିଶ୍ବାସର ଡଙ୍ଗା ଭସାଇଛନ୍ତି। ଗାଁରୁ ସହର ପର୍ଯ୍ୟନ୍ତ ନଦୀ, ନାଳ, ପୋଖରୀ ଏବଂ ଅନ୍ୟ ଜଳାଶୟରେ ଡଙ୍ଗା ଭସାଇ ଓଡ଼ିଆ ସଂସ୍କୃତିର ସ୍ମୁତିଚାରଣ କରିଛନ୍ତି। ଭୁବନେଶ୍ବର ଉପକଣ୍ଠ କୁଆଖାଇ ନଦୀରେ ଶ୍ରଦ୍ଧାଳୁଙ୍କ ଭିଡ଼।
/sambad/media/media_files/2026/11/24/boat1-2026-11-24-06-54-22.jpeg)
1/9
/sambad/media/media_files/2026/11/24/boat3-2026-11-24-06-54-22.jpeg)
2/9
/sambad/media/media_files/2026/11/24/boat4-2026-11-24-06-54-22.jpeg)
3/9
/sambad/media/media_files/2026/11/24/boat5-2026-11-24-06-54-22.jpeg)
4/9
/sambad/media/media_files/2026/11/24/boat6-2026-11-24-06-54-22.jpeg)
5/9
/sambad/media/media_files/2026/11/24/boat10-2026-11-24-06-54-23.jpeg)
6/9
/sambad/media/media_files/2026/11/24/boat9-2026-11-24-06-59-48.jpeg)
7/9
/sambad/media/media_files/2026/11/24/boat2-2026-11-24-06-54-22.jpeg)
8/9
/sambad/media/media_files/2026/11/24/boat8-2026-11-24-06-54-23.jpeg)
9/9
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
