Depression Forms Over Bay of Bengal: ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, ୧୬ରେ ବାତ୍ୟା ରୂପ ନେବ ଅକ୍ବନ

Nov 15, 2026 - 12:20
Depression Forms Over Bay of Bengal: ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, ୧୬ରେ ବାତ୍ୟା ରୂପ ନେବ ଅକ୍ବନ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ।

୧୬ରେ ବାତ୍ୟା, ୧୭ରେ ଭୀଷଣ ବାତ୍ୟା ସମ୍ଭାବନା ରହିଛି।

ଆସନ୍ତାକାଲି କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ସୃଷ୍ଟି ହେବ 'ଅକ୍ବନ'।

୧୭ ତାରିଖରେ ସମୁଦ୍ର ଭିତରେ ଭୀଷଣ ରୂପ ଧାରଣ କରିବ।

ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ହେବ ଅକ୍ବନ।

ଭୀଷଣ ବାତ୍ୟା ହେବା ପରେ ପବନର ବେଗ ୮୫ରୁ ୯୫ କିମି ଓ ଝଟକା ପବନ ୧୦୫ କିମି ରହିବ।

Advertisment ଅକ୍ବନ କେଉଁ ଉପକୂଳକୁ ଟାର୍ଗେଟ କରିବ ?

ସ୍ଥଳଭାଗରେ ପ୍ରଭାବ ଦେଖାଇବ କି ?

ଲ୍ୟାଣ୍ଡଫଲ୍ କରିବ ନା ସମୁଦ୍ର ମଝିରେ ମିଳେଇଯିବ ?

ଗତିପଥ ବଦଳାଇବ କି ସାଇକ୍ଲୋନ୍ ?

ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ ?

ଏନେଇ ସସପେନ୍ସ ଲାଗି ରହିଥିବା ବେଳେ ଗତିପଥ ଉପରେ ନଜର ରଖିଛି ପାଣିପାଗ ବିଭାଗ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)