Death: ବିଦ୍ୟୁତ୍‌ ତାର ଲାଗି ମା’ ଓ ଝିଅ ମୃତ, ଶବ ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପରିବାରବର୍ଗଙ୍କ ବିକ୍ଷୋଭ

Sep 08, 2026 - 11:53
Death: ବିଦ୍ୟୁତ୍‌ ତାର ଲାଗି ମା’ ଓ ଝିଅ ମୃତ,  ଶବ ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପରିବାରବର୍ଗଙ୍କ ବିକ୍ଷୋଭ

"ଭବାନୀପାଟଣା: ବିଦ୍ୟୁତ୍ ତାର ଲାଗି ମା ଓ ଝିଅ ମୃତ।

ଆମ୍ବୁଲାନ୍ସ ଡେରିରେ ଆସିବା ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି।

ଶବ ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପରିବାରବର୍ଗଙ୍କ ହଂଗାମା।Advertisment ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାଶୋଡା ଗାଁର ଘଟଣା।

ମୃତା ହେଲେ ମା  ଲଳିତା ନାଏକ, ଓ ଝିଅ ଶୀତଳ ନାଏକ।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

Auto Driver: କୁଆଖାଇ ବ୍ରିଜରୁ ଅଟୋ ଚାଳକ ନିଖୋଜ ଘଟଣା, ୯ ଘଣ୍ଟା ପରେ ବି ତାଙ୍କର ପତ୍ତା ମିଳୁନି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)