Cyclone Akvan Raises Fresh Landslide: ରାଜ୍ୟ ରାଜପଥରେ ଭୂସ୍ଖଳନ ଆଶଙ୍କା; ଆତଙ୍କିତ ଅବସ୍ଥାରେ ଯାତ୍ରୀ ଓ ସ୍ଥାନୀୟ ଲୋକେ

Nov 18, 2026 - 19:44
Cyclone Akvan Raises Fresh Landslide: ରାଜ୍ୟ ରାଜପଥରେ ଭୂସ୍ଖଳନ ଆଶଙ୍କା; ଆତଙ୍କିତ ଅବସ୍ଥାରେ ଯାତ୍ରୀ ଓ ସ୍ଥାନୀୟ ଲୋକେ

କୋରାପୁଟରୁ ରାଣୀଗଡ଼ ଦେଇ ବୋରିଗୁମ୍ମାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ-୪୮ରେ ଭୂସ୍ଖଳନ ଆଶଙ୍କା ।

ପୂର୍ବରୁ ଅର୍ଣ୍ଣବ ବାତ୍ୟା ସମୟରେ ବଡ଼ ଧରଣର ଭୂସ୍ଖଳନ ହୋଇଥିବାରୁ ଏହି ରାସ୍ତା ଦୀର୍ଘ ମାସେ ବନ୍ଦ ଥିଲା।

Advertisment ଏବେ ପୁଣି ପ୍ରବଳ ବର୍ଷାର ପୂର୍ବାନୁମାନକୁ ନେଇ ଆତଙ୍କିତ ଅବସ୍ଥାରେ ଯାତ୍ରୀ ଓ ସ୍ଥାନୀୟ ଲୋକେ।

ବର୍ତ୍ତମାନ କେମିତି ରହିଛି ଏହି ରାସ୍ତାର ସ୍ଥିତି ?

କେଉଁ କେଉଁ ସ୍ଥାନରେ ରହିଛି ଭୂସ୍ଖଳନ ଆଶଙ୍କା ?

ରାଜ୍ୟ ରାଜପଥରେ ଭୂସ୍ଖଳନ ଆଶଙ୍କା ଆତଙ୍କିତ ଅବସ୍ଥାରେ ଯାତ୍ରୀ ଓ ସ୍ଥାନୀୟ ଲୋକେ ବର୍ତ୍ତମାନ କେମିତି ରହିଛି ରାସ୍ତାର ସ୍ଥିତି ?

କେଉଁ କେଉଁ ସ୍ଥାନରେ ରହିଛି ଭୂସ୍ଖଳନ ଆଶଙ୍କା ?

ଅର୍ଣ୍ଣବ ସମୟରେ ହୋଇଥିଲା ଭୂସ୍ଖଳନ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)