Cyclone Could Impact Chilika: ଚିଲିକା ଉପରେ ଅକ୍ବାନର ପ୍ରଭାବ ପଡିବା ସମ୍ଭାବନା;୧୮ ରୁ ୨୧ ଚିଲିକୀରେ ଡଙ୍ଗା ଚଳାଚଳ ବନ୍ଦ
ବାତ୍ୟା ଅକ୍ବାନ ଯଦି ପୁରୀରେ ଲାଣ୍ଡଫଲ କରେ ଚିଲିକାରେ ପ୍ରଭାବ ପଡ଼ିବାର ସମ୍ଭାବନା ଅଛି।
ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାକୁ ଚିଲିକା ପରିବ୍ୟାପ୍ତ।
ଯଦି ପର୍ଯ୍ୟଟନ ଡ଼ଙ୍ଗା କଥା କୁହାଯିବ ତେବେ ପ୍ରାୟ ୧୧୦୦ ଓ ୭ ହଜାର ମସ୍ୟଜୀବୀ ଡ଼ଙ୍ଗା ଚିଲିକାରେ ଚଳପ୍ରଚଳ କରୁଛି ବାତ୍ୟାକୁ ଦୃଷ୍ଟିରେ ରଖି ଚିଲିକା ଭିତରକୁ ଡ଼ଙ୍ଗା ଗୁଡିକ ନଯିବାପାଇଁ କରାଯାଇଛି।
ସମସ୍ତ ଡ଼ଙ୍ଗା ଗୁଡିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
Advertisment ଚିଲିକା ଉପରେ ଅକ୍ବାନର ପ୍ରଭାବ ପଡିବା ସମ୍ଭାବନା ୧୮ ରୁ ୨୧ ଚିଲିକୀରେ ଡଙ୍ଗା ଚଳାଚଳ ବନ୍ଦ ସମସ୍ତ ଡ଼ଙ୍ଗା ଗୁଡିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
