Cyclone Akvan Landfall: ଏହିଦିନ ଉପକୂଳକୁ ଅତିକ୍ରମ କରିବ ବାତ୍ୟା; ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୨୦ରୁ ୧୩୦ କିମି ରହିବ

Nov 16, 2026 - 19:03
Cyclone Akvan Landfall: ଏହିଦିନ ଉପକୂଳକୁ ଅତିକ୍ରମ କରିବ ବାତ୍ୟା; ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୨୦ରୁ ୧୩୦ କିମି ରହିବ

ଆନ୍ଧ୍ରରେ ସ୍ଥଳଭାଗ ଛୁଇଁବ ଅତିଭୀଷଣ ବାତ୍ୟା ଅକ୍ବନ।

ନେଲୋର ଏବଂ ଟୁନି ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଭେରି ସିଭିୟର ସାଇକ୍ଲୋନ୍ ।

୨୦ ତାରିଖ ମଧ୍ୟାହ୍ନ ସୁଦ୍ଧାଉପକୂଳକୁ ଅତିକ୍ରମ କରିବା ନେଇ ଆକଳନ କରିଛି ଆଇଏମଡି ।

ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୨୦ରୁ ୧୩୦ କିମି ରହିବ ।

ଝଟକା ପବନର ବେଗ ୧୪୫ କିମି ରହିପାରେ ବୋଲି ଆକଳନ କରାଯାଇଛି ।

Advertisment ଏବେ ଗଭୀର ଅବପାତଟି ସମୁଦ୍ରରେ ବଳ ଗୋଟାଇ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଆଗକୁ ବଢୁଛି ।

ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବାପରେ ଆସନ୍ତାକାଲି ସନ୍ଧ୍ୟା ବେଳକୁ ଭୀଷଣ ବାତ୍ୟାର ରୂପ ନେବ ଅକ୍ବାନ ।

ପରେ ୧୯ ତାରିଖରେ ଅତିଭୀଷଣ ରୂପ ନେଇ ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ।

ଗଭୀର ଅବପାତଟି ଏବେ ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୬୩୦ କିମି ପୂର୍ବ-ଉତ୍ତରପୂର୍ବରେ, ଚେନ୍ନାଇଠାରୁ ୭୦୦ କିମି ପୂର୍ବ-ଦକ୍ଷିଣପୂର୍ବରେ, ବିଶାଖାପାଟଣାଠାରୁ ୮୦୦ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ ଏବଂ ଗୋପାଳପୁରଠାରୁ ୯୧୦ କିମି ଦକ୍ଷିଣରେ ରହିଛି ।

Advertisment ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁବ ବାତ୍ୟା ଅକ୍ବନ ନେଲୁର ଏବଂ ଟୁନି ମଧ୍ୟରେ ଅତିଭୀଷଣ ବାତ୍ୟାର ଲ୍ୟାଣ୍ଡଫଲ୍ ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଉପକୂଳକୁ ଅତିକ୍ରମ କରିବ ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୨୦ରୁ ୧୩୦ କିମି ରହିବ ଝଟକା ପବନର ବେଗ ୧୪୫ କିମି ରହିପାରେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଆଗକୁ ବଢୁଛି ଗଭୀର ଅବପାତ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)