Cyclone Akvan Intensifies Threat: ମାଡ଼ି ଆସୁଛି ଭୀଷଣ ବାତ୍ୟା ଅକୱାନ, ଚିଲିକା ନିକଟରେ ଲ୍ୟାଣ୍ଡଫଲ୍!

Nov 19, 2026 - 16:29
Cyclone Akvan Intensifies Threat: ମାଡ଼ି ଆସୁଛି ଭୀଷଣ ବାତ୍ୟା ଅକୱାନ, ଚିଲିକା ନିକଟରେ ଲ୍ୟାଣ୍ଡଫଲ୍!

ମାଡି ଆସୁଛି ବାତ୍ୟା ଅକୱାନ।

ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରିଛି।

ଗୋପାଳପୁର ପୂର୍ବରେ ଅତି ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି।

ଏବେ ଗୋପାଳପୁର ଠାରୁ ୪୩୦ କିଲୋମିଟର, ପୁରୀ ଠାରୁ ୪୯୦ କିମି ଦୂରରେ ରହିଛି ବାତ୍ୟା।

ସମ୍ଭବତଃ ଚିଲିକା ନିକଟରେ ଲ୍ୟାଣ୍ଡଫଲ୍ କରିପାରେ ।

କଳିଙ୍ଗପାଟନମ ଠାରୁ ୩୫୦କିମି ଦୂରରେ କେନ୍ଦ୍ରୀଭୂତ ହେଉଛି ବାତ୍ୟା।

Advertisment ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ରହିଥିବ ଭୀଷଣ ବାତ୍ୟା କ୍ରମଶଃ ଉତ୍ତର ଦିଗକୁ ଗତି କରୁଛି।

୨୦ ତାରିଖ ମଧ୍ୟାହ୍ଣରେ ନରସାପୁର ଓ ପୁରୀ ମଧ୍ୟରେ ଗୋପାଳପୁରର ପୂର୍ବରେ ଅତି ନିକଟରୁ ସ୍ଥଳଭାଗ ଛୁଇଁବ।

ଲ୍ୟାଣ୍ଡଫଲ ବେଳେ ପବନ ବେଗ ୯୦-୧୦୦ କିଲୋମିଟର ରହିପାରେ ଏବଂ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।...

ଗୋପାଳପୁରରେ ଲ୍ୟାଣ୍ଡଫଲ!

ଗୋପାଳପୁରରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା 'ଅକୱାନ୍' ଗୋପାଳପୁର ପୂର୍ବରେ ଅତି ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଘଣ୍ଟା ପ୍ରତି ୧୭ କିମି ବେଗରେ ଆଗକୁ ବଢୁଛି ବାତ୍ୟା ଗୋପାଳପୁରଠାରୁ ୪୩୦ କିମି ଦୂରରେ ବାତ୍ୟା ପୁରୀ ଠାରୁ ୪୯୦ କିମି ଦୂରରେ କେନ୍ଦ୍ରୀଭୂତ କଳିଙ୍ଗପାଟନମ ଠାରୁ ୩୫୦ କିମି ଦୂରରେ ବାତ୍ୟା ୨୦ ତାରିଖ ମଧ୍ୟାହ୍ଣରେ ଲ୍ୟାଣ୍ଡଫଲ କରିବ ଲ୍ୟାଣ୍ଡଫଲ ବେଳେ ପବନର ବେଗ ୯୦-୧୦୦ କିମି ଝଟକା ପବନ ୧୧୦ ଛୁଇଁବ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)