CP Inspects Safety Arrangements: ବାତ୍ୟା ମୁକାବିଲା ପାଇଁ ମଇଦାନରେ ସିପି; ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ ଲୋକଙ୍କୁ ଅପିଲ୍

Nov 19, 2026 - 20:59
CP Inspects Safety Arrangements: ବାତ୍ୟା ମୁକାବିଲା ପାଇଁ ମଇଦାନରେ ସିପି; ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ ଲୋକଙ୍କୁ ଅପିଲ୍

ବାତ୍ୟା ମୁକାବିଲା ପାଇଁ ମଇଦାନରେ ସିପି, ଲୋକଙ୍କୁ ସୁରକ୍ଷିତ ରହିବାକୁ ଅପିଲ୍।

ସମ୍ଭାବ୍ୟ ବାତ୍ୟା 'ଅକୱାନ'କୁ ନେଇ ଭୁବନେଶ୍ୱର ଉପକଣ୍ଠରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର।

ବାତ୍ୟାର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ଓ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସେ ବିଭିନ୍ନ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।

Advertisment ଏହି ଅବସରରେ ଲୋକଙ୍କୁ ଅପିଲ୍ କରି ସିପି କହିଛନ୍ତି, ବାତ୍ୟା ସମୟରେ ନିଜ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଅନ୍ତୁ।

ପ୍ରଶାସନର ନିର୍ଦ୍ଦେଶ ମାନି ତୁରନ୍ତ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଆନ୍ତୁ।

ଲୋକଙ୍କ ସୁରକ୍ଷା ଆମର ପ୍ରାଥମିକତା ଓ ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି।

ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ସହ ଅନ୍ୟାନ୍ୟ ମୌଳିକ ସୁବିଧାର ବ୍ୟବସ୍ଥା ମଧ୍ୟ କରାଯାଇଛି।

ବାତ୍ୟା ସମୟରେ ଭୟଭୀତ ନହୋଇ ସତର୍କ ରହିବା ସହ ପ୍ରଶାସନକୁ ସହଯୋଗ କରିବାକୁ ସିପି ନିବେଦନ କରିଛନ୍ତି।

Advertisment ବାତ୍ୟା ମୁକାବିଲା ପାଇଁ ମଇଦାନରେ ସିପି ଭୁବନେଶ୍ୱର ଉପକଣ୍ଠରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ ଲୋକଙ୍କୁ ଅପିଲ୍ ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ସହ ସମସ୍ତ ବ୍ୟବସ୍ଥା ଲୋକଙ୍କ ସୁରକ୍ଷା ଆମର ପ୍ରଥମ ଦାୟିତ୍ୱ- ସିପି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)