Collector and SP Carry Elderly Residents: ବାତ୍ୟା ମୁକାବିଲାରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମାନବିକତା, ଖଟିଆରେ ବୁହାହେଲେ ବୃଦ୍ଧବୃଦ୍ଧା

Nov 19, 2026 - 15:55
Collector and SP Carry Elderly Residents: ବାତ୍ୟା ମୁକାବିଲାରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମାନବିକତା, ଖଟିଆରେ ବୁହାହେଲେ ବୃଦ୍ଧବୃଦ୍ଧା

ବାତ୍ୟା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ତତ୍ପରତାକୁ ନେଇ ଚର୍ଚ୍ଚା।

ନିଜେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ବିପନ୍ନଙ୍କୁ ସୁରକ୍ଷିତ ଉଦ୍ଧାର କରୁଛନ୍ତି ଜିଲ୍ଲାପାଳ ଓ SP।

ଅସହାୟ ଲୋକଙ୍କୁ ଖଟିଆ ସାହାଯ୍ୟରେ ବାତ୍ୟା ଆଶ୍ରୟସ୍ଥଳୀକୁ ନିଜେ ନେଇ ଯାଉଛନ୍ତି ଜଗତସିଂହପୁର ଜିଲ୍ଲାପାଳ ଓ SP ।

ଜଗନ୍ନାଥପୁରସ୍ଥିତ କଣ୍ଟାପଡ଼ା ପ୍ରାଥମିକ ବିଦ୍ୟାଳୟ ଆଶ୍ରୟସ୍ଥଳୀକୁ ସୁରକ୍ଷିତ ଭାବେ ନିଆଯାଉଛି ଲୋକଙ୍କୁ।

Advertisment ଏଥିରେ ୮୫ ବର୍ଷୀୟ ବୃଦ୍ଧ ଓ ୭୦ ବର୍ଷୀୟା ବୃଦ୍ଧାଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ନିଆଯାଇଛି।

କେହି ଯେପରି ବିପଦରେ ନ ପଡ଼ନ୍ତି, ସେଥିପାଇଁ ପ୍ରଶାସନ ପ୍ରୟାସ ଜାରି ରଖିଛି।

ସୁରକ୍ଷା ନିର୍ଦ୍ଦେଶ ମାନିବା ସହ ନିର୍ଦ୍ଧାରିତ ଆଶ୍ରୟସ୍ଥଳୀକୁ ଯିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛି ଜିଲ୍ଲା ପ୍ରଶାସନ।...

ବୃଦ୍ଧଙ୍କୁ ବୋହିନେଲେ କଲେକ୍ଟର, ଏସ୍ ପି ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ତତ୍ପରତା ଖଟିଆରେ ବିପନ୍ନଙ୍କୁ ବୋହିଲେ ଜଗତସିଂହପୁର କଲେକ୍ଟର ଗ୍ରାଉଣ୍ଡ ଜିରୋରେ କଲେକ୍ଟର ଓ ଏସ୍ ପି ନିଜେ ଅସହାୟ ବିପନ୍ନଙ୍କୁ କରୁଛନ୍ତି ଉଦ୍ଧାର Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)