China Pakistan Military Support: ପାକିସ୍ତାନକୁ ଚୀନ୍‌ର ଗୁପ୍ତ ସହାୟତା! ଅପରେସନ୍ ସିନ୍ଦୂରକୁ ନେଇ ଆମେରିକା ରିପୋର୍ଟରେ ବଡ଼ ଖୁଲାସା

Nov 22, 2026 - 09:20
China Pakistan Military Support: ପାକିସ୍ତାନକୁ ଚୀନ୍‌ର ଗୁପ୍ତ ସହାୟତା! ଅପରେସନ୍ ସିନ୍ଦୂରକୁ ନେଇ ଆମେରିକା ରିପୋର୍ଟରେ ବଡ଼ ଖୁଲାସା

ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ସହଯୋଗ କରୁଥିଲା ଚୀନ୍ ।

ପାକିସ୍ତାନ ବ୍ୟବହାର କରିଥିଲା ଚୀନ ନିର୍ମିତ ଆଧୁନିକ ଅସ୍ତ୍ରଶସ୍ତ୍ର ।

ଆମେରିକା-ଚୀନ ଅର୍ଥନୀତିକ ଓ ସୁରକ୍ଷା ସମୀକ୍ଷା ରିପୋର୍ଟରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି ।

Advertisment ରିପୋର୍ଟ ଅନୁସାରେ, ଚୀନର ଭୂମିକା କେବଳ ଅସ୍ତ୍ରଶସ୍ତ୍ର ଯୋଗାଣରେ ସୀମିତ ନଥିଲା ।

ବରଂ ପାକିସ୍ତାନକୁ ବୈଷୟିକ ସହାୟତା, ସାଟେଲାଇଟ୍ ଇମେଜ ଓ ଗୁଇନ୍ଦା ସହାୟତା ମଧ୍ୟ ପ୍ରଦାନ କରୁଥିଲା ଚୀନ।

ଭାରତର ସରକାରୀ ଓ ଦୂରସଂଚାର ବ୍ୟବସ୍ଥା ଉପରେ ସାଇବର ଆଟାକ ପଛରେ ମଧ୍ୟ ଚୀନର ହାତ ଥିବା ରିପୋର୍ଟରେ ଦାବି କରାଯାଇଛି ।

ଭାରତର ଆର୍ଥିକ ଓ ସାମରିକ ଶକ୍ତିକୁ ରୋକିବାକୁ ଚୀନ ପାକିସ୍ତାନକୁ ସହଯୋଗ କରୁଥିବା କୁହାଯାଇଛି।

Advertisment ଏପରିକି ଅନେକ କଞ୍ଚାମାଲ ଯୋଗାଣ ଉପରେ କଟକଣା ଲଗାଇ ଚୀନ୍ ଭାରତର ଉତ୍ପାଦନ କ୍ଷମତାକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।

ଜବାବରେ ଭାରତ ସୀମା ଭିତ୍ତିଭୂମି, ସାଇବର ସୁରକ୍ଷା, ଡ୍ରୋନ୍ ଓ ନୌସେନା କ୍ଷମତା ବୃଦ୍ଧି ଉପରେ ଗୁରୁତ୍ବ ଦେଇଥିବା ରିପୋର୍ଟରେ କୁହାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)