Car Crashes Into Shop: ଭାରସାମ୍ୟ ହରାଇ ଦୋକାନକୁ ପଶିଲା କାର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

Nov 16, 2026 - 12:50
Car Crashes Into Shop: ଭାରସାମ୍ୟ ହରାଇ ଦୋକାନକୁ ପଶିଲା କାର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଭାରସାମ୍ୟ ହରାଇ ଦୋକାନ ଘର ଭିତରେ ପଶିଲା କାର।

ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ।

ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ପିଣ୍ଡିକି ଗାଁ ନିକଟରେ।

ଭୋର ସମୟରେ ଚାନ୍ଦିପୁଟ୍ ଅଭିମୁଖେ ଯାଉଥିବା ଏକ କାରଟି ଭାରସାମ୍ୟ ହରାଇ ରାସ୍ତା ପାଶ୍ୱରେ ଥିବା ପିଣ୍ଡିକି ଗାଁର ଜଣେ ବ୍ୟକ୍ତିଙ୍କ ଦୋକାନ ଘରକୁ ଧକ୍କା ଦେଇଥିଲା।

Advertisment ଫଳରେ ଦୋକାନ ଘରେ ରହିଥିବା ପରିବାର ୪ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଦୋକାନ ଘର ଭାଙ୍ଗିବା ସହ ଅନେକ ସାମଗ୍ରୀ ନଷ୍ଟ ହୋଇଯାଇଛି।

ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି କାରକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)