BJP State In-Charge D. Purandeswari ନବରଙ୍ଗପୁରରେ ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ମନ୍ଦିରରେ କଲେ ପୂଜାର୍ଚ୍ଚନା

Nov 01, 2026 - 20:16
BJP State In-Charge D. Purandeswari ନବରଙ୍ଗପୁରରେ ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ମନ୍ଦିରରେ କଲେ ପୂଜାର୍ଚ୍ଚନା

ନବରଙ୍ଗପୁର (ସୁରେଶ ନାଇଡ଼ୁ): ବିଜେପି ରାଜ୍ୟ ପ୍ରଭାରୀ ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ଡି.ପୁରେନ୍ଦଶ୍ବରୀ ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲାଗସ୍ତରେ ଆସି ଗତକାଲି(ଶନିବାର) ସଂଧ୍ୟାରେ ଜିଲ୍ଲା ବିଜେପି ପକ୍ଷରୁ 'ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ' ଅଭିଯାନରେ ଯୋଗ ଦେଇଛନ୍ତି।

Advertisment Bhadrak: ଭଦ୍ରକ ରାଜନୀତିରେ ଆରମ୍ଭ ହେଲା ବିଜେପି-ବିଜେପି ଲଢେଇ ଗସ୍ତକାର୍ଯ୍ୟକ୍ରମରେ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ଭାଗ ନେଇଥି‌ଲେ।

ଆଜି ସକାଳୁ ସ୍ଥାନୀୟ ମାଁ କନ୍ୟକା ପରମେଶ୍ବରୀ ମନ୍ଦିରକୁ ଯାଇଥିଲେ।

ସେଠାରେ ସେ ମହାପ୍ରଭୁ ଗଣେଶ , ଶିବ, ମାଁ କନ୍ୟାକ ପରମେଶ୍ବରୀ, ବାଲାଜୀଙ୍କୁ ପୂଜାଅର୍ଚ୍ଚନା କରିଥିଲେ।

ମୁଖ୍ୟପୂଜକ ପି.ନାଗେଶ୍ବର ଶର୍ମା ପୂଜାଅର୍ଚ୍ଚନା କରିଥିଲେ।

Election: ୪ ରାଜ୍ୟରେ ବିଧାନ ପରିଷଦ ନିର୍ବାଚନ: ବିଜେପି ୧୩ ଆସନ ସହିତ ସର୍ବାଗ୍ରେ ମନ୍ଦିର ପରିଚାଳନା କିମିଟିର ସଭାପତି ପି.ଭେଙ୍କଟ ରାଓ, ଉପସଭାପତି କେ.କିଶୋର କୁମାର, ସମ୍ପାଦକ ଏନ ଇଶ୍ବର ରାଓ, ଯୁଗ୍ ସମ୍ପଦାକ ଭି.ରବିପ୍ରସାଦ, କୋଷାଧ୍ୟକ୍ଷ ଭି.

ସନ୍ତୋଷ କୁମାର, ଉପଦେଷ୍ଟା ପି.

ଦୁର୍ଗା ପ୍ରସାଦ, ଏନ ଜେନା, ପି.

ମୋହନ ରାଓ, କେ ରବିପ୍ରସାଦ ଏବଂ କାର୍ଯ୍ୟକାରୀ ସଭ୍ୟ ଓ ମହିଳା ମାନେ ଭାଗ ନେଇ ତାଙ୍କୁ ସ୍ବାଗତ କରିଥିଲେ।

ମନ୍ଦିର ପରିଚାଳନା କମିଟି ପକ୍ଷରୁ ମନ୍ଦିରର ବିକାଶ ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ମନ୍ଦିରର ବିକାଶ ସରକାରଙ୍କ ପ୍ରାଥମିକତା ବୋଲି ପ୍ରଭାରୀ ମନ୍ଦିର ପରିଚାଳନା କମିଟିକୁ ଆଶ୍ବାସନା ଦେଇଥିଲେ।

Maharashtra Election: ଶିବସେନା ବିଶ୍ୱାସଘାତକତା ଯୋଗୁଁ ମହାୟୁତି ଏମଏଲସି ନିର୍ବାଚନରେ ​​ହାରିଲା: ବିଜେପି ମୁଖପାତ୍ର ନବନାଥ ବାନ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁଭଣ୍ଡାରଘରଣୀଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା କରିଥିଲେ।

ପୂଜକ ପଙ୍କଜ ପୂଜାରୀ ପୁଜାଅର୍ଚ୍ଚନା କରି ମାଁଙ୍କ ଫଟୋଚିତ୍ର ଓ ଆଜ୍ଞାମାଳ ପ୍ରଭାରୀଙ୍କୁ ଦେଇଥିଲେ।

ଉଭୟ କାର୍ଯ୍ୟକ୍ରମରେ ସାଂସଦ ଇଂ.

ବଳଭଦ୍ର ମାଝୀ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ, ଜିଲ୍ଲା ବିଜେପି ସଭାପତି କୁଞବିହାରୀ ଦାଶ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଶର୍ମିଷ୍ଟା ଦେଓ, କିଶୋରୀ ପଟ୍ଟନାୟକ, ଶତାବ୍ଧୀ ପାଳ, ମମତା ମହାରାଣା, ଏ.ସତୀଶ, ଅନନ୍ତ ପଣ୍ଡା, ତପନ ପରିଚ୍ଛା, ଦେବଦାସ ମହାଙ୍କୁଡ ପ୍ରମୁଖ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)