Big Relief for Farmers: ଆସନ୍ତାକାଲିଠୁ ବାତ୍ୟା କ୍ଷୟକ୍ଷତି ଆକଳନ, ଓଦା ଧାନ ପାଇଁ ବି ମିଳିବ କ୍ଷତିପୂରଣ

Nov 21, 2026 - 15:46
Big Relief for Farmers: ଆସନ୍ତାକାଲିଠୁ ବାତ୍ୟା କ୍ଷୟକ୍ଷତି ଆକଳନ, ଓଦା ଧାନ ପାଇଁ ବି ମିଳିବ କ୍ଷତିପୂରଣ

ଆସନ୍ତାକାଲିଠାରୁ ଆରମ୍ଭ ହେବ ବାତ୍ୟା କ୍ଷୟକ୍ଷତି ଆକଳନ।

ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ମିଳିବ ଇନପୁଟ୍ ସବସିଡି।

ଏପରିକି ଧାନ ଓଦା ହୋଇଥିଲେ ମଧ୍ୟ ନିୟମ ଅନୁସାରେ ମିଳିବ କ୍ଷତିପୂରଣ।

ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ଅନ୍ୟପଟେ ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ହେବ ଦୀର୍ଘମିଆଦୀ ଯୋଜନା।

Advertisment ପ୍ରଥମ ପର୍ଯ୍ୟାୟରେ ୮ଟି ନଦୀ ସିଷ୍ଟମ୍ ର ଭିତ୍ତିଭୂମି ବିକାଶ ପାଇଁ ପ୍ରସ୍ତୁତ ହେବ ରୋଡ୍ ମ୍ୟାପ୍।

ଏଥିପାଇଁ ଡିପିଆର୍ ପ୍ରସ୍ତୁତ ସହ ଆଇଆଇଟି ରୁର୍କିର ସହାୟତା ନିଆଯିବ।

ସୋମବାର ଉତ୍ତରାଖଣ୍ଡ ଯାଇଥିବା ଟିମ୍ ଫେରି ରିପୋର୍ଟ ଦେବେ।

ସେହି ଆଧାରରେ ନିଆଯିବ ପରବର୍ତ୍ତୀ ପଦକ୍ଷେପ।

ବିପର୍ଯ୍ୟୟ ଯୋଗୁଁ ସରକାରୀ କାର୍ଯ୍ୟ ସହ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ହେଉଥିବା କ୍ଷତିର ମଧ୍ୟ ଆକଳନ ହେବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ।...

ଆସନ୍ତାକାଲିଠାରୁ ହେବ ବାତ୍ୟା କ୍ଷୟକ୍ଷତି ଆକଳନ ଚାଷୀଙ୍କୁ ମିଳିବ ଇନପୁଟ୍ ସବସିଡି ବନ୍ୟା ମୁକାବିଲା ପାଇଁ ଦୀର୍ଘମିଆଦୀ ଯୋଜନା ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ ଓଦା ଧାନ ପାଇଁ ବି ମିଳିବ ସହାୟତା Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)