Bee Attack Claims One Life: ଗାଁ ପାଖରେ ଅକ୍ରମଣ କଲା ମହୁମାଛି; ଆକ୍ରମଣରେ ଜଣେ ମୃତ, ଜଣେ ଆହତ
ମହୁମାଛି ନେଲା ଜୀବନ।
ଅନୁଗୁଳ ପାଲଲହଡ଼ା କଣିହାଁ ଥାନା ପଥରମୁଣ୍ଡା ଗାଁ ପାଖରେ ମହୁମାଛି ଆକ୍ରମଣ।
ଏଥିରେ ଜଣେ ମୃତ, ଜଣେ ଆହତ ହୋଇଛନ୍ତି।
Advertisment ମୃତକ ଟାକୁଆ ଗାଁର ତୁଷାର ପ୍ରଧାନ ବୋଲି ସୂଚନା ମିଳିଛି।
ସେହିପରି ଆହତ ପପୁ ଦେହୁରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ଆହତ ଜଣକ ହେଲେ ବ୍ୟାଙ୍କ କର୍ମଚାର ବୋଲି ସୂଚନା ମିଳିଛି।
ତାଙ୍କୁ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ମହୁମାଛି ନେଲା ଜୀବନ...
ଅନୁଗୁଳ ପାଲଲହଡ଼ାରେ ମହୁମାଛି ଆକ୍ରମଣ...
ମହୁମାଛି ଆକ୍ରମଣରେ ଜଣେ ମୃତ, ଜଣେ ଆହତ...
କଣିହାଁ ଥାନା ପଥରମୁଣ୍ଡା ଗାଁ ପାଖରେ ଅକ୍ରମଣ କଲା ମହୁମାଛି....
ମୃତକ ଟାକୁଆ ଗାଁର ସୂଚନା ....
ଆହତ ବ୍ୟକ୍ତି ଜଣଙ୍କ ମେଡିକାଲରେ ଭର୍ତ୍ତି....
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
