Actor Anupam Kher: 'ଏବେ ବି ମୁଁ ଭଡ଼ା ଘରେ ରହୁଛି'
ଫିଲ୍ମ ଦୁନିଆରେ ନାଁ, ଖ୍ୟାତି ଆଉ ସଫଳତାର କୌଣସି ଅଭାବ ନାହିଁ।
ଦୀର୍ଘ ବର୍ଷର ଅଭିନୟ ଯାତ୍ରା।
ଶହ ଶହ ଫିଲ୍ମରେ ଦମଦାର ଅଭିନୟ ସାଙ୍ଗକୁ ଦର୍ଶକଙ୍କ ଅଜସ୍ର ଭଲପାଇବା।
ଏତେ ସବୁ ହାସଲ କରିବା ପରେ ଜଣେ ଅଭିନେତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ନେଇ ଅନୁମାନ କରିବା ସ୍ୱାଭାବିକ।
ସେଥିପାଇଁ ତ ଇଣ୍ଟରନେଟରେ ତାଙ୍କ ସମ୍ପତ୍ତିକୁ ନେଇ ନାନା ଚର୍ଚ୍ଚା।
କେହି କେହି ତାଙ୍କ ପାଖରେ ୫୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଥିବା ଦାବି କରୁଛନ୍ତି।
ହେଲେ ଏହି ସବୁ ଆକଳନକୁ ଖଣ୍ଡନ କରିଛନ୍ତି ନିଜେ ଅନୁପମ ଖେର।
ତାଙ୍କ ପାଖରେ ଏହି ଆକଳନର ଦଶ ପ୍ରତିଶତ ସମ୍ପତ୍ତି ମଧ୍ୟ ନଥିବା କଥା ସେ କହିଛନ୍ତି।
ଏପରିକି ଏବେ ବି ସେ ଭଡ଼ା ଘରେ ରହୁଥିବା କଥା ଖୋଲାଖୋଲି କହିଛନ୍ତି।
ତେବେ କାହିଁକି ନିଜ ଘର ବଦଳରେ ଭଡ଼ା ଘରେ ରହିବାକୁ ପସନ୍ଦ କରୁଛନ୍ତି ଏହି ଅଭିନେତା?
ଆଉ କେତେ ରହିଛି ତାଙ୍କ ପ୍ରକୃତ ସମ୍ପତ୍ତି?
ଆସନ୍ତୁ ଜାଣିବା।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
