Accident: ଦ୍ରୁତ ଗତି ହେଲା କାଳ, ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ

Sep 06, 2026 - 13:56
Accident: ଦ୍ରୁତ ଗତି ହେଲା କାଳ, ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ

"କଟକ: ଦ୍ରୁତ ଗତିରେ ଗାଡ଼ି ଚଳାଇବା ସହ ଓଭରଟେକ ଯୋଗୁଁ ଦୁର୍ଘଟଣାର ଶିକାର ହେଲା ବସ୍ | ରାସ୍ତାର ବ୍ୟାରିକେଡ଼ ଟପି ଚାଲିଗଲା ଦ୍ରୁତଗାମୀ ବସ | କଟକ-ଭୁବନେଶ୍ୱର ରାସ୍ତାର ଭାଣପୁରଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି |Advertisment ଟ୍ରାଫିକ ସମସ୍ୟା ଉପୁଜିଥିଲା ମିଳିଥିବା ସୂଚନା ମୁତାବକ ସିଂହପୁରରୁ ଭୁବନେଶ୍ୱର ଯାଉଥିବା ଖଣ୍ଡେଇ ନାମକବସ ଆଜି ଭାରସାମ୍ୟ ହରାଇ ରାସ୍ତାର ଅନ୍ୟ ପାର୍ଶ୍ୱରୁ ଆସି ବ୍ୟାରିକେଡ଼ ଉପରେ ଚଢିଯାଇଥିଲା | ତେବେ ଦୁର୍ଘଟଣା ପରେ ଏହି ବସ ଜାତୀୟ ରାଜପଥ ଉପରେ ଥିବାରୁ ଟ୍ରାଫିକ ସମସ୍ୟା ଉପୁଜିଥିଲା | ବହୁ ସମୟ ଯାଏଁ ଭୁବନେଶ୍ୱରରୁ କଟକ ଯାଉଥିବା ଗାଡ଼ିଗୁଡିକ ଅଟକିଯାଇଥିଲା | Death: ଦାଦନ ଖଟିବାକୁ ଯାଇ ପୁଣି ଜଣେ ଯୁବ ଶ୍ରମିକଙ୍କ ମୃତ୍ୟୁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)