A Millionaire Through Storytelling: କଥା ଶୁଣାଇ କୋଟିପତି !

Nov 25, 2026 - 15:12
A Millionaire Through Storytelling: କଥା ଶୁଣାଇ କୋଟିପତି !

ଶୁଣାନ୍ତି ଭଗବାନଙ୍କ କଥା।

ଆଉ ଶ୍ରଦ୍ଧାର ସହ ଶୁଣନ୍ତି ଲକ୍ଷ ଲକ୍ଷ ଲୋକ।

କିନ୍ତୁ ଏହି ଆଧ୍ୟାତ୍ମିକ ଆୟୋଜନ ପଛରେ ଖର୍ଚ୍ଚ ହୁଏ କୋଟି କୋଟି ଟଙ୍କା।

ଆଜିକାଲି ଦେଶରେ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଚାହିଦା ବେଶ ବଢ଼ିବାରେ ଲାଗିଛି।

ବଡ଼ ବଡ଼ ସହରଠାରୁ ଆରମ୍ଭ କରି ଛୋଟ ଛୋଟ ଅଞ୍ଚଳ ପର୍ଯ୍ୟନ୍ତ, ରାମକଥା ଓ ଭଗବତ କଥା ଆୟୋଜନ କରିବାକୁ ଲୋକଙ୍କ ମଧ୍ୟରେ ବିପୁଳ ଆଗ୍ରହ ଦେଖିବାକୁ ମିଳୁଛି।

ହେଲେ ଆପଣ କେବେ ଭାବିଛନ୍ତି କି?

କଥା ଶୁଣାଇବା ପାଇଁ ଏହି କଥାବାଚକମାନେ କେତେ ଟଙ୍କା ନେଇଥାଆନ୍ତି?

ଗୋଟିଏ କାର୍ଯ୍ୟକ୍ରମରେ ସେମାନଙ୍କ ପାଇଁ କେତେ ଖର୍ଚ୍ଚ ହୁଏ?

ଯଦି ଏସବୁ ବିଷୟରେ ଜାଣିନାହାନ୍ତି ତେବେ ଆସନ୍ତୁ ଏହି ଭିଡିଓ ମାଧ୍ୟମରେ ଜାଣିବା।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)