ପ୍ରେମିକ ଘର ଆଗରେ ଜଳିଗଲେ ପ୍ରେମିକା

Aug 15, 2026 - 14:30
ପ୍ରେମିକ ଘର ଆଗରେ ଜଳିଗଲେ ପ୍ରେମିକା

ରାଉରକେଲା;ପ୍ରେମିକ ଘର ଆଗରେ ଜଳିଗଲେ ପ୍ରେମିକା। ରାଉରକେଲା ସହରର ଝିରପାଣି ଅଞ୍ଚଳରେ ଅଭାବନୀୟ ଘଟଣା। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଯୁବତୀଙ୍କ ଆଵସ୍ଥା ସଙ୍କଟାପନ୍ନ ଥିବା ସୁଚନା ମିଳିଛି। ଫେରାର ପ୍ରେମିକକୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ ହୋଇଛି। ଝିରପାଣି ଥାନାରେ ଅଭିଯୋଗ ହେଵା ପରେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media