ଆମ ଓଡ଼ିଶା ଓ ସମ୍ବାଦ ପକ୍ଷରୁ ଭଦ୍ରକରେ ରକ୍ତଦାନ ଶିବିର
ଭଦ୍ରକ ସହରରେ ଥିବା ବିଦ୍ୟାର୍ଥୀ ଇଣ୍ଟରନେସନାଲ ସ୍କୁଲ ପରିସରରେ ଆମ ଓଡ଼ିଶା ଓ ସମ୍ବାଦ ପକ୍ଷରୁ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ । ବରିଷ୍ଠ ଡାକ୍ତର ଆର୍ କେ ନାୟକ ମୁଖ୍ୟ ଅତିଥି , ଟାଉନ୍ ଆଇ ଆଇ ସି ପ୍ରଭାଂଶୁ ମିଶ୍ର ମୁଖ୍ୟ ବକ୍ତା ଭାରେ ଯୋଗଦେଇଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
