୫.୭.୨୦୨୬ ରବିବାର

ମେଷ: ବ୍ୟବସାୟିକ ଲାଭ, ଦୂର ଯାତ୍ରା, ତୀର୍ଥାଟନ, ଗୃହେ ସହଯୋଗ, ଆଶା ସଫଳ, ମାନସିକ ଶାନ୍ତି, ଶତ୍ରୁ ପରାଜିତ, ଶାରୀରିକ ସୁସ୍ଥତା, ନୂତନ ଆୟ, ବନ୍ଧୁ ଲାଭ। ଭରଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସିଲଭର, ସଂଖ୍ୟା-୭, ଆରାଧନା- ମା’ ଭଗବତୀ
ବୃଷ: ଶତ୍ରୁ ପରାଜିତ, ବନ୍ଧୁ ଦର୍ଶନ, ନୂତନ କାର୍ଯ୍ୟ ଆରମ୍ଭ, ଗୃହେ ସହଯୋଗ, ବ୍ୟବସାୟରେ ସ୍ବଳ୍ପ ଲାଭ, ବ୍ୟବସାୟରେ ଲାଭ, ଦେବ କାର୍ଯ୍ୟରେ ସନ୍ତୁଷ୍ଟ, ସୁସମାଚାର, ସୁମିଷ୍ଟ ଭାଜନ ପ୍ରାପ୍ତି, ଦୂର ଯାତ୍ରାରେ ସମସ୍ୟା। ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା- ଭଗବାନ ଶଙ୍କର
ମିଥୁନ: ସନ୍ତାନ କଷ୍ଟ, ଆଶାରେ ବିଫଳ, ବ୍ୟବସାୟିକ କଷ୍ଟ, ନୂତନ ବନ୍ଧୁଲାଭ, େଲାକସମ୍ପର୍କ ବୃଦ୍ଧ, ଅର୍ଥ ସମସ୍ୟା, ଶାରୀରିକ ସୁସ୍ଥତା, ଦ୍ରବ୍ୟଲାଭ, ମିଷ୍ଟାନ ପ୍ରାପ୍ତି, ମାନସିକ ଅବସାଦ, ଦାମ୍ପତ୍ୟ ଖୁସି। ଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୫, ଆରାଧନା- ଗ୍ରାମଦେବତୀ
କର୍କଟ: ଅପମାନ ଯୋଗ, ବନ୍ଧୁ ସମସ୍ୟା, ଅର୍ଥଚିନ୍ତା, ବ୍ୟବସାୟରେ ସ୍ବଳ୍ପ ଲାଭ, ଦେବଦର୍ଶନ, ପୁରାତନ ବନ୍ଧୁଲାଭ, ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା, ଶାରୀରିକ ସୁସ୍ଥ, ନୂତନ କାର୍ଯ୍ୟରେ ସନ୍ତୁଷ୍ଟ, ଦୂରସ୍ଥାନେ ସତର୍କ। ପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-୪, ଆରାଧନା- ଲକ୍ଷ୍ମୀନୃସିଂହ
ସିଂହ: ବିଶିଷ୍ଟ କାର୍ଯ୍ୟରେ ଲାଭ, ଗୃହେ ଶୁଭ କାର୍ଯ୍ୟ, ଅତିଥÒ ସତ୍କାର, ସମ୍ପତ୍ତି ଲାଭ, ବିବାଦ ସମାଧାନ, ଉତ୍ସବରେ ଆନନ୍ଦ, ଅର୍ଥ ଲାଭ, ବନ୍ଧୁ ଲାଭ, ଶତ୍ରୁ ପରାଜିତ, ମାନସିକ ଶାନ୍ତି, ହଠାତ୍ ଦୂର ଯାତ୍ରା। ପୂର୍ବାଫଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସିଲଭର, ସଂଖ୍ୟା-୮, ଆରାଧନା-ପ୍ରଭୁ ହନୁମାନ
କନ୍ୟା: ଯାତ୍ରା କଷ୍ଟ, ଶାରୀରିକ ସୁସ୍ଥ, ବ୍ୟବସାୟରେ ସ୍ବଳ୍ପ ଲାଭ, ନୂତନ ସମସ୍ୟା, ବନ୍ଧୁ ଲାଭ, ଶୁଭ କାର୍ଯ୍ୟରେ ଧନବ୍ୟୟ, ଅଳ୍ପ ଶତ୍ରୁ ସମସ୍ୟା, ମାନସିକ ଅବସାଦ, ଗୃହେ ସହଯୋଗ, ଦାମ୍ପତ୍ୟ ଖୁସି, ସନ୍ତାନ ଖୁସି। ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଆକାଶି, ସଂଖ୍ୟା-୬, ଆରାଧନା- ମା’ ବାଟମଙ୍ଗଳା।
ତୁଳା: ସମ୍ମାନ ଲାଭ, ଦୂର ଯାତ୍ରାରେ ଲାଭ, ନୂତନ କର୍ମନିଯୁକ୍ତି, ଶୁଭ ଖବର, ମାନସିକ ଶାନ୍ତି, ସନ୍ତାନ ଲାଭ, ସମସ୍ୟା ସମାଧାନ, କଚେରୀ ମାମଲାର ସମାଧାନ, ବିଭିନ୍ନ କାର୍ଯ୍ୟରେ ଖୁସି, ଶାରୀରିକ ସୁସ୍ଥତା, ଦ୍ରବ୍ୟ ଲାଭ, ଆଶା ସଫଳ। ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା- ପ୍ରଭୁ ରାଧାବଲ୍ଲଭ
ବିଛା: ସ୍ବାସ୍ଥ୍ୟ ସମସ୍ୟା, ଅାର୍ଥକ ସାହାଯ୍ୟ, ନୂତନ କାର୍ଯ୍ୟରେ କଷ୍ଟ, ବନ୍ଧୁ ଦର୍ଶନ, ପାରିବାରିକ କ୍ଷେତ୍ରରେ ଶାନ୍ତି, ଗୃହେ ଉତ୍ସବ, ଶତ୍ରୁ ପରାଜିତ, କର୍ମ କ୍ଷେତ୍ରରେ ପରିଶ୍ରମ, ବ୍ୟବସାୟରେ ଲାଭ, ଉଚ୍ଚ ଆଶାରେ ବିଳମ୍ବ, ବ୍ୟକ୍ତି ସହଯୋଗ। ଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୭, ଆରାଧନା- ପ୍ରଭୁ ଜଗନ୍ନାଥ
ଧନୁ: ସୁସମ୍ପର୍କ, ମାନସିକ ଶାନ୍ତି, ଅର୍ଥ ଲାଭ, ନୂତନ କର୍ମ ଆରମ୍ଭ, ଲୋକସମ୍ପର୍କ ବୃଦ୍, ଶାରୀରିକ ସୁସ୍ଥତା, ବ୍ୟବସାୟରେ ଲାଭ, ସ୍ତ୍ରୀହେତୁକ ଲାଭ, ବାକି ଦ୍ରବ୍ୟ ପ୍ରାପ୍ତି, ଅଳ୍ପ ଶତ୍ରୁ ସମସ୍ୟା, ପ୍ରୀତି ବୃଦ୍ଧ, ନୂତନ ଆୟ। ପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା- ମା’ ଭୁବନେଶ୍ବରୀ
ମକର: ଗୁରୁଜନଙ୍କ ଆଶୀର୍ବାଦ, କିଛି କାର୍ଯ୍ୟରେ ବିଳମ୍ବ, ସମ୍ପର୍କରେ ଉନ୍ନତି, ଉଚ୍ଚ ଆଶାରେ ଖୁସି, ବନ୍ଧୁ ସାହାଯ୍ୟ , ସମ୍ପତ୍ତି ଲାଭ, ନୂତନ ଲାଭ, ମାନସିକ ଶାନ୍ତି, ଦେବ କାର୍ଯ୍ୟରେ ଶାନ୍ତି, ଶତ୍ରୁ ପରାଜିତ, ସନ୍ତାନ ଖୁସି, ବିଦ୍ୟାରେ ସଫଳ। ଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୬, ଆରାଧନା- ମା’ ଗୌରୀ
କୁମ୍ଭ: ବନ୍ଧୁ ସାହାଯ୍ୟ, ଅନୁଷ୍ଠାନରୁ ଲାଭ, ଆଶା ସଫଳ, ସୁସମ୍ବାଦ ପ୍ରାପ୍ତି, ଅର୍ଥ ଲାଭ, ମାନସିକ ଶାନ୍ତି, ଦ୍ରବ୍ୟ ଲାଭ, ବ୍ୟବସାୟିକ କଷ୍ଟ, ଯାତ୍ରାରେ ସତର୍କ, ଶତ୍ରୁ ସମସ୍ୟା, ଦାମ୍ପତ୍ୟ ଖୁସି, ନୂତନ କର୍ମାରମ୍ଭ। ଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଆକାଶୀ, ସଂଖ୍ୟା-୮, ଆରାଧନା- ଶଙ୍କର ଭଗବାନ।
ମୀନ: ଶାରୀରିକ କଷ୍ଟ, ଯାତ୍ରାରେ ସତର୍କ, କାର୍ଯ୍ୟରେ ବିଳମ୍ବ, ବନ୍ଧୁ ସାହାଯ୍ୟ, ଋଣ କରିପାରନ୍ତି, କିଛି କାର୍ଯ୍ୟରେ ସମସ୍ୟା, ବ୍ୟବସାୟିକ ଲାଭ, ଦୂର ଯାତ୍ରା, ନୂତନ କାର୍ଯ୍ୟ ଆରମ୍ଭ, ସ୍ବଳ୍ପ ଲାଭ, ଗୃହେ ସମସ୍ୟା ସମାଧାନ। ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୪, ଆରାଧନା- ମା’ ବଗଳାମୁଖୀ