୨୬.୬.୨୦୨୬, ଶୁକ୍ରବାର

ମେଷ: ସୁସମାଚାର, ନୂତନ କାର୍ଯ୍ୟରେ ଅାନନ୍ଦ, ପନ୍ଧୁଲାଭ, ବ୍ୟବସାୟରେ ଲାଭ, ସୁମିଷ୍ଠ ଭୋଜନ, ଦେବଦର୍ଶନ, ସମ୍ମାନଲାଭ, ଶତ୍ରୁସମସ୍ୟା, ଦାମ୍ପତ୍ୟ କଳହ, ସନ୍ତାନଲାଭ, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୮, ଆରାଧନା-ମା’ ଭଗବତୀ
ବୃଷ: କର୍ମକ୍ଷେତ୍ରେ ପରିଶ୍ରମି, ବ୍ୟବସାୟରେ ସ୍ବଳ୍ପଲାଭ, ଦାମ୍ପତ୍ୟସୁଖ, େଲାକସମ୍ପର୍କ ବୃଦ୍ଧି, ଶତ୍ରୁସମସ୍ୟା, ଦୂରଯାତ୍ରାରେ ସତର୍କ, ହେବାକାର୍ଯ୍ୟ ବିଳମ୍ବ, ମାନସିକ ଅବସାଦ, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୬, ଆରାଧନା-ଶଙ୍କର ଭଗବାନ
ମିଥୁନ: ରାଜଦଣ୍ଡ, ସମ୍ମାନହାନି, ଅର୍ଥସଙ୍କଟ, ବ୍ୟବସାୟରେ ଶତ୍ରୁତା, ଶରୀର ସୁସ୍ଥ, ଶତ୍ରୁସମସ୍ୟା, ସନ୍ତାନସ୍ନେହ, ସମ୍ପତ୍ତିବିବାଦ, କିଛି କାର୍ଯ୍ୟରେ ସହାୟତା, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୫, ଆରାଧନା-ମହାଲକ୍ଷ୍ମୀ
କର୍କଟ: ପରାକ୍ରମ ବୃଦ୍ଧି, ସମ୍ପତ୍ତିଲାଭ, ସମ୍ମାନପ୍ରାପ୍ତି, ଦୂରଯାତ୍ରାସଫଳ, ଗାଡ଼ିଚାଳନାରେ ସତର୍କ, ବନ୍ଧୁଲାଭ, ସନ୍ତାନସୁଖ, ବ୍ୟବସାୟରେ ଉନ୍ନତି, ଅଳ୍ପ ଶରୀରକଷ୍ଟ, ଲୋକସମ୍ପର୍କରେ ଉନ୍ନତି, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୯, ଆରାଧନା-କୁବେର ଭଗବାନ
ସିଂହ: କାର୍ଯ୍ୟରେ ବିଳମ୍ବ, ଶତ୍ରୁସମସ୍ୟା, ଅର୍ଥଲାଭ, ଅନୁଷ୍ଠାନରୁଲାଭ, ସମ୍ମାନଲାଭ, ବ୍ୟବସାୟରେ ସ୍ବଳ୍ପଲାଭ, ଶରୀର କଷ୍ଟ, ବିଦ୍ୟାରେ ସଫଳତା, ସମ୍ପତ୍ତିବିବାଦ, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୭, ଆରାଧନା-ପ୍ରଭୁ ହନୁମାନ
କନ୍ୟା: ସମ୍ମାନଲାଭ, ବ୍ୟବସାୟରେ ଲାଭ, ନୂତନ ନିଯୁକ୍ତି, ଉଚ୍ଚପଦବୀ ପ୍ରାପ୍ତି, ଶତ୍ରୁ ପରାଜିତ, ନୂତନ ବନ୍ଧୁଲାଭ, ଶୁଭଖବର, ଅନୁଷ୍ଠାନରୁ ଲାଭ, ଲୋକସମ୍ପର୍କରେ ଉନ୍ନତି, ଉତ୍ତରାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା-ମା’ ଗ୍ରାମଦେବତୀ
ତୁଳା: ମନସ୍ତାପ: ବ୍ୟବସାୟରେ ବାଧା, ଶତ୍ରୁବୃଦ୍ଧି, ପାରିବାରିକ ଖୁସି, ବିଶିଷ୍ଠ ବ୍ୟକ୍ତି ସାହାଯ୍ୟ, ଭୂସମ୍ପତ୍ତିଲାଭ, ଯାତ୍ରାରେ ସତର୍କ, ସନ୍ତାନଚିନ୍ତା, ଗୃହେ ଅଶାନ୍ତି, ଦ୍ରବ୍ୟଲାଭ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୭, ଆରାଧନା-ଶଙ୍କର ଭଗବାନ
ବିଛା: କର୍ମକ୍ଷେତ୍ରେ ସଫଳ, ଆଶାପୂର୍ତ୍ତି, ଲୋକସମ୍ପର୍କରେ ଉନ୍ନତି, ଦୂରଯାତ୍ରା, ସମ୍ପତ୍ତିଲାଭ, ଅର୍ଥଲାଭ, ପାରିବାରିକ ସମସ୍ୟା, ଶତ୍ରୁ ପରାଜିତ, ନୂତନ ନିିଯୁକ୍ତି, ବନ୍ଧୁଲାଭ, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା-ବିଷ୍ଣୁଭଗବାନ
ଧନୁ: ଖୁସିଖବର, ବ୍ୟବସାୟରେ ଲାଭ, ଅର୍ଥପ୍ରାପ୍ତି, ଦୂରଯାତ୍ରା, ଅାଶା ସଫଳ, ବିଦ୍ୟାରେ ସଫଳତା, ବିଶିଷ୍ଠ ବ୍ୟକ୍ତିଙ୍କ ସହ ଶତ୍ରୁତା, ପୁରାତନ ମାମଲା ସମାଧାନ, ଶରୀର ସୁସ୍ଥ, ଈଶ୍ବରଭକ୍ତି, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୯, ଆରାଧନା-ମା’ ଭୁବନେଶ୍ବରୀ
ମକର: ସମ୍ପର୍କହାନି, ବ୍ୟବସାୟରେ ସ୍ବଳ୍ପଲାଭ,ଦୂରଯାତ୍ରା ସଫଳ, ଲୋକସମ୍ପର୍କ ବୃଦ୍ଧି, ଶତ୍ରୁସମସ୍ୟା, ଅର୍ଥସମସ୍ୟା, ପାରିବାରିକ ଶତ୍ରୁତା, କିଛି ମାମଲାରେ ଫସି ପାରନ୍ତି, ବନ୍ଧୁସାହାଯ୍ୟ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୮, ଆରାଧନା-ମା’ କୋଚିଳାଇ
କୁମ୍ଭ: ଶରୀର ଅସୁସ୍ଥ, ଦ୍ରବ୍ୟଲାଭ, ଅତିଥÒଚର୍ଚ୍ଚା, ମାନସିକ ଶାନ୍ତି, ଶତ୍ରୁସମସ୍ୟା, ବିଦ୍ୟାରେ ସଫଳ, ପାରିବାରିକ ଖୁସି, ବ୍ୟବସାୟରେ ସ୍ବଳ୍ପଲାଭ, ପଦବୀପ୍ରାପ୍ତ, ଦାମ୍ପତ୍ୟସୁଖ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୬, ଆରାଧନା-ମା’ ଦକ୍ଷିଣକାଳୀ
ମୀନ: ବନ୍ଧୁଲାଭ, ବିଶିଷ୍ଠ କାର୍ଯ୍ୟରେ ଧନବ୍ୟୟ, ବିବାଦ ସମାଧାନ, ଦୂରଯାତ୍ରା ସଫଳ, ଅର୍ଥଲାଭ, କ୍ରୟବିକ୍ରୟ, ନୂତନ କାର୍ଯ୍ୟରେ ସନ୍ତୁଷ୍ଟ, ବାଣିଜ୍ୟରେ ଲାଭ, ଉଚ୍ଚଆଶା ସଫଳ, ଦାମ୍ପତ୍ୟସୁଖ, ଉତ୍ତରଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୮, ଆରାଧନା-ମା’ ଗୌରୀ