୨୫.୬.୨୦୨୬, ଗୁରୁବାର

Jun 25, 2026 - 07:18
୨୫.୬.୨୦୨୬, ଗୁରୁବାର

 

ମେଷ: ଧନପ୍ରାପ୍ତି, ଦେବଦର୍ଶନ, ଶତ୍ରୁନାଶ, ଉଚ୍ଚଆଶାରେ ବାଧା, ବିବାଦ ସମାଧାନ, କର୍ମନିଯୁକ୍ତି, ମୋକଦ୍ଦମାରେ ବିଜୟ, ଦୂରଯାତ୍ରା, ପିଲାଙ୍କ ପ୍ରତି  ସାବଧାନ, ବ୍ୟବସାୟରେ ଉନ୍ନତି, ବିଦ୍ୟାରେ ସଫଳତା, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-, ଆରାଧନା-ମହାଲକ୍ଷ୍ମୀ

ବୃଷ: ଧନବ୍ୟୟ, କର୍ମକ୍ଷେତ୍ରେ ଅଶାନ୍ତି, ଦୂରସ୍ଥାନକୁ ଯାତ୍ରା, ଗାଡ଼ିଚାଳନାରେ ସାବଧାନ, ଶତ୍ରୁଦ୍ବାରା କଷ୍ଟ, ନୂତନ ବାଣିଜ୍ୟ ଅାରମ୍ଭ, ଶରୀର ସୁସ୍ଥ, ବିଦ୍ୟାରେ ଅବନତି, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମାବଗଳାମୁଖୀ

ମିଥୁନ: ସମ୍ମାନବୃଦ୍ଧି, ଶତ୍ରୁନାଶ, ଉଚ୍ଚଆଶା ସଫଳ, ବ୍ୟବସାୟରେ ଲାଭ, ଭୂସମ୍ପତ୍ତିର ସମାଧାନ, ଦୂରଯାତ୍ରା, ବିବାଦ ସମାଧାନ, ଶରୀର ସୁସ୍ଥ, ସ୍ତ୍ରୀ ସହଯୋଗ, ପିଲାଙ୍କ ଖୁସି, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା-କୁବେର ଭଗବାନ

କର୍କଟ: ଗଠନମୂଳକ କାର୍ଯ୍ୟରେ ବିବାଦ, ଅର୍ଥସମସ୍ୟା, ବ୍ୟବସାୟରେ ସ୍ବଳ୍ପଲାଭ, ଶତ୍ରୁସମସ୍ୟା, ଶରୀର ସୁସ୍ଥ, ନୂତନ କାର୍ଯ୍ୟରେ ଲାଭ, ଉତ୍ସବ  ରହିବ, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-,  ଆରାଧନା-ମାଭଗବତୀ

ସିଂହ: ଦ୍ରବ୍ୟଲାଭ, କାର୍ଯ୍ୟରେ ଉନ୍ନତି, ସମ୍ମାନପ୍ରାପ୍ତି, ଅର୍ଥସମସ୍ୟା ସମାଧାନ, ଈଶ୍ବର ପୂଜାରେ ଶାନ୍ତି, ଆମୋଦପ୍ରମୋଦ, ଲମ୍ବାଯାତ୍ରା, ବ୍ୟବସାୟରେ ଅାଗ୍ରହ, ଶତ୍ରୁ ପରାଜିତ ବିଦ୍ୟାରେ ସଫଳ, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ଭଗବାବ ବିଷ୍ଣୁ

କନ୍ୟା: ସମସ୍ୟା ସମାଧାନ, ଅନୁଷ୍ଠାନରୁ ଲାଭ, ବିଦ୍ୟାରେ ସଫଳ, ଶତ୍ରୁବୃଦ୍ଧି, ବ୍ୟବସାୟରେ ସ୍ବଳ୍ପଲାଭ, ହଠାତ୍ ଦୂରଯାତ୍ରା, ମାନସିକ ଶାନ୍ତି, ଉତ୍ତରାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ, ସଂଖ୍ୟା-,  ଆରାଧନା-ଶଙ୍କର ଭଗବାନ

ତୁଳା: କର୍ମକ୍ଷେତ୍ରେ  ଶୁଭ, ଦୂରଯାତ୍ରା,  ଉଚ୍ଚଆଶା ବିଳମ୍ବ, ଶତ୍ରୁ ପରାଜିତ ବ୍ୟବସାୟରେ ମାନ୍ଦା, ସୁସମାଚାର, ମୋକଦ୍ଦମାକଷ୍ଟ, ପଡ଼ୋଶୀକଳହ, ମାନସିକ ଦୁଃଖ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୨,  ଆରାଧନା-ପ୍ରଭୁ  ରାଧାବହ୍ଲଭ

ବିଛା: ଅସନ୍ତୁଷ୍ଟ, ଶତ୍ରୁସମସ୍ୟା, କର୍ମକ୍ଷେତ୍ରେ ସ୍ବଳ୍ପ ସମସ୍ୟା, ଅର୍ଥସମସ୍ୟା, ବ୍ୟବସାୟରେ  ସ୍ବଳ୍ପଲାଭ, ଗୃହନିର୍ମାଣ, ମୋକଦ୍ଦମାରେ ସନ୍ତୁଷ୍ଟ, ଦୂରଯାତ୍ରା, ବିଦ୍ୟାରେ ସଫଳ,  ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ପ୍ରଭୁ ଜଗନ୍ନାଥ

ଧନୁ: ସଫଳତା, ବ୍ୟବସାୟରେସ୍ବଳ୍ପଲାଭ, ଅର୍ଥସମସ୍ୟା, ସୁସମ୍ବାଦପ୍ରାପ୍ତି, ବିବାଦସମାଧାନ, ଅାଶା ସଫଳ, ଗାଡ଼ିଚାଳନାରେ ସାବଧାନ, ଶତ୍ରୁସମସ୍ୟା, ବିଦ୍ୟାରେ ସଫଳ, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ମେରୁନ, ସଂଖ୍ୟା-, ଆରାଧନା-ପିତାମାତାଙ୍କ େସବା

ମକର: ଦ୍ରବ୍ୟପ୍ରାପ୍ତି, ଅଳ୍ପସମସ୍ୟା, ଦୂରଯାତ୍ରା, ବାଣିଜ୍ୟରେ ଲାଭ, ଶତ୍ରୁସମସ୍ୟା, ସମ୍ମାନପ୍ରାପ୍ତି, ସନ୍ତାନସୁଖ, େଲାକସମ୍ପର୍କ ବୃଦ୍ଧି, ପୁରାତନ େରାଗ, ସୁମିଷ୍ଠ େଭାଜନ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-, ଆରାଧନା-ଲକ୍ଷ୍ମୀନାରାୟଣ

କୁମ୍ଭ: ସଫଳତା, ସମ୍ମାନବୃଦ୍ଧି, ବ୍ୟବସାୟରେ ଲାଭ, ବିବାଦ ସମାଧାନ, ଋଣଗ୍ରସ୍ତ, ଦୂରସ୍ଥାନକୁ ଯାତ୍ର, ମୋକଦ୍ଦମାରେ କଷ୍ଟ, ସୁସମ୍ବାଦ, ସନ୍ତାନଖୁସି, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-, ଆରାଧନା-ଶ୍ରୀ ଗଣେଶ

ମୀନ: କିଛି କିଣାକିଣିରେ ଖୁସି, ଋଣଗ୍ରସ୍ତ, ସମ୍ପର୍କରେ ଉନ୍ନତି, ଶତ୍ରୁବୃଦ୍ଧି, ମୋକଦ୍ଦମାରେ ପଡ଼ିପାରନ୍ତି, ବ୍ୟବସାୟରେ ସ୍ବଳ୍ପଲାଭ, ଶରୀର କଷ୍ଟ, ମାନସିକ ଅଶାନ୍ତି, ପିଲାଙ୍କଚିନ୍ତା,   ପୂର୍ବଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା-ଲକ୍ଷ୍ମୀନୃସିଂହ