ଭେନ୍ୟୁ

ଏଥର ଫିଫା ବିଶ୍ୱକପ ମୋଟ ୧୬ଟି ସହରରେ ଖେଳାଯିବ । ଅତ୍ୟାଧୁନିକ ସୁବିଧା ସୁଯୋଗ ଦୃଷ୍ଟିରୁ ଫିଫା ପକ୍ଷରୁ ଭେନ୍ୟୁ ଗୁଡିକ ଚୟନ କରାଯାଇଛି । ଆମେରିକାର ଡଲାସ ସ୍ଥିତ ଏଟି ଆଣ୍ଡ୍ ଟି ଷ୍ଟାଡିୟମ (୯୪ ହଜାର ଦର୍ଶକ କ୍ଷମତ), ମେକ୍ସିକୋ ସିଟି ଷ୍ଟାଡିୟମ (୮୩ ହଜାର ଦର୍ଶକ କ୍ଷମତା), ନ୍ୟୁୟର୍କ ନ୍ୟୁଜର୍ସି ଷ୍ଟାଡିୟମ (୮୨,୫୦୦ ଦର୍ଶକ କ୍ଷମତା), ଆଟଲାଣ୍ଟା ଷ୍ଟାଡିୟମ (୭୫ ହଜାର ଦର୍ଶକ କ୍ଷମତା), କନସାସ ସିଟି ଷ୍ଟାଡିୟମ (୭୩ ହଜାରେ ଦର୍ଶକ କ୍ଷମତା), ହଷ୍ଟନ ଷ୍ଟାଡିୟମ (୭୨ ହଜାର ଦର୍ଶକ କ୍ଷମତା), ସାନ ଫ୍ରନସିକ୍ସୋ ଏରିଆ ଷ୍ଟାଡିୟମ (୭୧ ହଜାର ଦର୍ଶକ କ୍ଷମତା), ଲସ ଏଞ୍ଜେଲ୍ସ ଷ୍ଟାଡିୟମ (୭୦ ହଜାର ଦର୍ଶକ କ୍ଷମତା), ଫିଲାଡେଲଫିଆ ଷ୍ଟାଡିୟମ (୬୯ ହଜାର ଦର୍ଶକ କ୍ଷମତା), ସେଟେଲ ଷ୍ଟାଡିୟମ (୬୯ ହଜାର ଦର୍ଶକ କ୍ଷମତା), ବୋଷ୍ଟନ ଷ୍ଟାଡିୟମ (୬୫ ହଜାର ଦର୍ଶକ କ୍ଷମତା), ମିଆମିଁ ଷ୍ଟାଡିୟମ (୬୫ ହଜାର ଦର୍ଶକ କ୍ଷମତା), ବିପି ପ୍ଲେସ ଭାନକୋଭର ଷ୍ଟାଡିୟମ (୫୪ ହଜାର ଦର୍ଶକ କ୍ଷମତା), ଇଷ୍ଟାଡିଓ ମଣ୍ଟେରୀ ଷ୍ଟାଡିୟମ (୫୩,୫୦୦ ଦର୍ଶକ କ୍ଷମତା), ଇଷ୍ଟାଡିଓ ଗୁଡାଲଜାରା ଷ୍ଟାଡିୟମ (୪୮ ହଜାର ଦର୍ଶକ କ୍ଷମତା) ଏବଂ ଟରଣ୍ଟୋ ଷ୍ଟାଡିୟମ (୪୫ ହଜାର ଦର୍ଶକ କ୍ଷମତା)ରେ ବିଶ୍ୱକପ ଖେଳାଯିବ ।