ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ, କେନ୍ଦ୍ର ଗୃହ ମନ୍ତ୍ରାଳୟର ମଞ୍ଜୁରୀ
ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ଵର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ। ତାଙ୍କୁ ଇସ୍ତଫାକୁ ଗ୍ରହଣ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ୨୦୧୩ ଓଡିଶା କ୍ୟାଡର IPS ଜଗମୋହନ ମୀନା। ବ୍ୟକ୍ତିଗତ କାରଣରୁ ଜୁଲାଇ ୨୦୨୬ରେ ଇସ୍ତଫା ଦେଇଥିଲେ। ଅଗଷ୍ଟ ୨୭ରେ ରାଜ୍ୟ ସରକାର ଇସ୍ତଫା ନେଇ NOC ଦେଇଥିଲେ। ଜଗମୋହନ ମୀନାଙ୍କ ଇସ୍ତଫାପତ୍ର କେନ୍ଦ୍ରକୁ ପଠାଇଥିଲେ ରାଜ୍ୟ ସରକାର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
