ବାଲେଶ୍ଵରରୁ ୪ ଡକାୟତ ଗିରଫ

Sep 11, 2026 - 09:59
ବାଲେଶ୍ଵରରୁ ୪ ଡକାୟତ ଗିରଫ

ନନ୍ଦିଘୋଷ ବ୍ୟୁରୋ :  ବାଲେଶ୍ଵରରୁ ୪ ଡକାୟତ ଗିରଫ । କୁଖ୍ୟାତ ଡକାୟତ ଲୁକେଶ ସିଂର ଆଉ ୪ ଜଣ ସହଯୋଗୀଙ୍କୁ ଗିରଫ କଲା ସିମୁଳିଆ ପୋଲିସ l ବାଲେଶ୍ୱର ଷ୍ଟେସନରେ ଟ୍ରେନ ଯୋଗେ ବାହାର ରାଜ୍ୟକୁ ଯିବାର ଯୋଜନା କରୁଥିବା ବେଳେ ମାଡ଼ି ବସିଲା ପୋଲିସ ।  କିଛି ଦିନ ତଳେ ସିମୁଳିଆ ଆଇଆଇସି ଦେବରାଜ ନାୟକ ବିହାର ଅଂଚଳର କୁଖ୍ୟାତ ଡକାୟତ ଲୁକେଶ ସିଂଙ୍କୁ ଏନକାଉଣ୍ଟର କରିଥିଲେ l

ଏନକାଉଣ୍ଟର ବେଳେ ଲୁକେଶର ୪ ଜଣ ସହଯୋଗୀ ଫେରାର ହୋଇଯାଇଥିଲେ l ସିମୁଳିଆ ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ ହୋଇଥିଲା । ବିଶେଷ ସୂତ୍ରରୁ ଖବର ପାଇ ବାଲେଶ୍ଵର ଷ୍ଟେସନରୁ ୪ ଜଣଙ୍କୁ ଗିରଫ କରିଛି ପୋଲିସ  l ଡକାୟତଙ୍କ ନାଁରେ ବିଭିନ୍ନ ଥାନାରେ ଚୋରି, ଡକାୟତ, ବେଆଇନ ଅସ୍ତ୍ରସସ୍ତ୍ର ରଖିବା, ଛିନତାଇ ଆଦି ଅଭିଯୋଗ ରହିଛି ।…

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)