ପୁଣି ହ୍ରାସ ପାଇଲା ସୁନା - ରୂପା ଦର

Nov 16, 2026 - 16:26
ପୁଣି ହ୍ରାସ ପାଇଲା ସୁନା - ରୂପା ଦର

ଭୁବନେଶ୍ୱର :  ନଭେମ୍ବର ମାସରେ ଲଗାତାର ହ୍ରାସ ପାଉଛି ସୁନା - ରୂପା ଦର  । ଗତ ସପ୍ତାହକ ମଧ୍ୟରେ ସୁନା ଦର ୧୦ ଗ୍ରାମ  ପ୍ରତି କ୍ରମାଗତ ଭାବରେ ୭ ହଜାର ହ୍ରାସ ପାଇଥିବାବେଳେ ରୁପା ଦର ମଧ୍ୟ କିଲୋପ୍ରତି ୨୦ହଜାର ଟଙ୍କା କମିଛି । ଆଜି ବଜାରରେ ସୁନା ଦର ରହିଛି :

ସ୍ଥାନୀୟ ବଜାର ତଥ୍ୟ ଅନୁଯାୟୀ ଭୁବନେଶ୍ୱର ଓ କଟକରେ ଆଜିର ସର୍ବଶେଷ ଦର ନିମ୍ନରେ ଦିଆଗଲା:

ଆଜି ର ଦର,ଗତକାଲି ତୁଳନାରେ ପରିବର୍ତ୍ତନ

୨୪ କ୍ୟାରେଟ୍ ସୁନା (99.9%)    ୧୦ ଗ୍ରାମ୍    ₹୧,୩୬,୮୦୦    ₹୮୨୦ ହ୍ରାସ
୨୨ କ୍ୟାରେଟ୍ ସୁନା (91.6%)    ୧୦ ଗ୍ରାମ୍    ₹୧,୨୫,୪୦୦    ₹୭୫୦ ହ୍ରାସ
୧୮ କ୍ୟାରେଟ୍ ସୁନା (75%)    ୧୦ ଗ୍ରାମ୍    ₹୧,୦୨,୬୦୦    ₹୬୨୦ ହ୍ରାସ
ରୂପା (Silver)    ୧ କିଲୋଗ୍ରାମ    ₹୧,୯୦,୦୦୦    ₹୫,୦୦୦ ହ୍ରାସ

ଆମେରିକାରେ ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାର ଅଧିକ ରହିବା ଆଶଙ୍କା ଯୋଗୁଁ ବିଶ୍ୱ ବଜାରରେ ସୁନା ଓ ରୂପା ଉପରେ ଚାପ ବଢ଼ିଛି ।

ସ୍ପଟ୍ ମାର୍କେଟରେ ଚାହିଦା କମିବା ଏବଂ ନିବେଶକମାନେ ମୁନାଫା ଉଠାଇବା ଫଳରେ MCX ଫ୍ୟୁଚର୍ସ ବଜାରରେ ମୂଲ୍ୟ ଖସିଛି । ବିବାହ ଋତୁ ଚାଲିଥିବା ବେଳେ କ୍ରମାଗତ ଭାବେ ସୁନା ଓ ରୂପା ଦର ଖସିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)