ପସନ୍ଦ ଆସୁଛି ଟ୍ରେଲର

Nov 23, 2026 - 16:41
ପସନ୍ଦ ଆସୁଛି ଟ୍ରେଲର

 

ନିର୍ଦ୍ଦେଶକ ସୂରଜ ବଡ଼ଜାତ୍ୟାଙ୍କ ଆଗାମୀ ପାରିବାରିକ ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ର 'ୟେ ପ୍ରେମ ମୋଲ୍ ଲିୟା'ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଟି ନିର୍ମାତାଙ୍କ ସୂଚନା ଅନୁଯାୟୀ, ଆୟୁଷ୍ମାନ ଓ ଶର୍ବରୀଙ୍କ ବ୍ୟତୀତ ଏଥିରେ ଅନୁପମ ଖେର, ସୁପ୍ରିୟା ପାଠକ, ସୀମା ପାହୱା, ସୌମ୍ୟା ଟଣ୍ଡନ, ସ୍ୱାନନ୍ଦ କିରକିରେ, ଶ୍ରୁତି ସେଠ, ଶାଦ ରନ୍ଧାୱା, ଗିରୀଶ କୁଲକର୍ଣ୍ଣି ଏବଂ ରାଜେଶ କୁମାରଙ୍କ ଭଳି ଅଭିଜ୍ଞ କଳାକାରମାନେ ନଜର ଆସିବେ ।  ରାଜଶ୍ରୀ ପ୍ରଡକ୍ସନ୍ସ ଏବଂ ମହାବୀର ଜୈନ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଆୟୁଷ୍ମାନ ପ୍ରଥମ ଥର ପାଇଁ ରାଜଶ୍ରୀର ଲୋକପ୍ରିୟ ଚରିତ୍ର 'ପ୍ରେମ' ଭୂମିକାରେ ଅଭିନୟ କରୁଛନ୍ତି। ଟ୍ରେଲଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି । ହିମେଶ ରେଶମିୟାଙ୍କ ସଙ୍ଗୀତ ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି । ସୂଚନା ଅନୁସାରେ ଫିଲ୍ମଟି ଆସନ୍ତା ୨୭ ନଭେମ୍ବରରେ ରିଲିଜ ହେବ ବୋଲି ସୂଚନା ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)