ଆଜି ୪୧ ଲକ୍ଷ ଚାଷୀଙ୍କୁ ମିଳିବ ସିଏମ୍ କିଷାନର ପଞ୍ଚମ କିସ୍ତି

Sep 04, 2026 - 10:30
ଆଜି ୪୧ ଲକ୍ଷ ଚାଷୀଙ୍କୁ ମିଳିବ ସିଏମ୍ କିଷାନର ପଞ୍ଚମ କିସ୍ତି

ନନ୍ଦିଘୋଷ ବ୍ୟୁରୋ : ଆଜି ଚାଷୀଙ୍କୁ ମିଳିବ ସିଏମ୍ କିଷାନର ପଞ୍ଚମ କିସ୍ତି। ରାଜ୍ୟର ୪୧ ଲକ୍ଷ ଚାଷୀଙ୍କୁ ମିଳିବ ୮୩୩ କୋଟି ଟଙ୍କାର ସହାୟତା। ହିତାଧିକାରୀଙ୍କ ମଧ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହ ଆଦିମ ଜନଜାତି ବର୍ଗର ଚାଷୀ ଏବଂ ଭୂମିହୀନ ଚାଷୀ ମଧ୍ୟ ରହିଛନ୍ତି।

ଭୁବନେଶ୍ୱରରେ ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ଚାଷୀଙ୍କୁ ସହାୟତା ବଣ୍ଟନ କରିବେ। ଏହି ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବର୍ଷକୁ ୪ ହଜାର ଟଙ୍କା ଏବଂ ଭୂମିହୀନ ଚାଷୀଙ୍କୁ ୧୨ ହଜାର ୫୦୦ ଟଙ୍କା ଦୁଇଟି କିସ୍ତିରେ ପ୍ରଦାନ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)