29 OCTOBER 2026

Welcome!

Unlock your personalized experience.
Sign Up

Z Black Agarbatti: ଜେଡ୍‌ ବ୍ଲାକ୍‌ ଅଗରବତୀର ନୂଆ ଟିଭିସି

Oct 29, 2026 - 00:28
Z Black Agarbatti: ଜେଡ୍‌ ବ୍ଲାକ୍‌ ଅଗରବତୀର ନୂଆ ଟିଭିସି

ଇନ୍ଦୋର: ମହୀଶୂର ଦୀପ ପର୍ଫ୍ୟୁମେରି ହାଉସ୍‌ (ଏମ୍‌ଡିପିଏଚ୍‌)ର ବ୍ରାଣ୍ଡ୍‌ ଜେଡ୍‌ ବ୍ଲାକ୍‌ ଅଗରବତୀ ତରଫରୁ କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନିଙ୍କ ସହ ଏକ ଦଶନ୍ଧିର ସହଯୋଗିତାକୁ ପାଳନ କରିବା ପାଇଁ ଏକ ନୂଆ ପାର୍ବଣ ଟିଭି ବିଜ୍ଞାପନ (ଟିଭିସି)କୁ ‘ପ୍ରାର୍ଥନା ହୋଗି ସ୍ବୀକାର’ ଅଭିଯାନ ଅଧୀନରେ ଉନ୍ମୋଚନ କରାଯାଇଛି। ଓବରଏ ଆଇବିସି ତରଫରୁ ଏହାକୁ ପ୍ରସ୍ତୁତ କରାଯାଇଛି।

ଏ ସମ୍ପର୍କରେ କମ୍ପାନିର ନିର୍ଦ୍ଦେଶକ ଅଙ୍କିତ ଅଗ୍ରୱାଲ କହିଛନ୍ତି, ‘ଏକ ନୟୀ କଲ୍‌ କି ଉମିଦ’ ଜରିଆରେ ଆମେ ଲୋକମାନଙ୍କ ପାର୍ଥନାକୁ ତୋଳି ଧରିବାକୁ ଉଦ୍ୟମ କରିଛୁ। ଧୋନିଙ୍କ ଉପସ୍ଥିତି ଏହାକୁ ଆହୁରି ପ୍ରାସଙ୍ଗିକ କରିଛି। ସରଳ କାହାଣୀକୁ ଭାରତର ଘରେ ଘରେ ପହଞ୍ଚାଇବାରେ ଏହା ଆମକୁ ସାହାଯ୍ୟ କରିଛି। ଅନ୍ୟତମ ନିର୍ଦ୍ଦେଶକ ଅଂଶୁଲ ଅଗ୍ରୱାଲ କହିଛନ୍ତି, ଚଳିତ ବର୍ଷ ଉତ୍ସବ ରଣନୀତିର ଅଂଶ ଭାବେ ଆମେ ପ୍ରାର୍ଥନା ହୋଗି ସ୍ବୀକାର ଅଭିଯାନ ପ୍ରସ୍ତୁତ କରିଛୁ। ଓବରଏ ଆଇବିସିର ଏମ୍‌ଡି ଆନନ୍ଦ ଓବରଏ ଏହି ଅଭିଯାନ ପଛରେ ରହିଥିବା ଭାବନାକୁ ବର୍ଣ୍ଣନା କରିଛନ୍ତି।

ଅଗରବତୀ କାରଖାନାରେ ଅଗ୍ନିକାଣ୍ଡ; ନିଆଁ ଲିଭାଇବା କାମରେ ଅଗ୍ନିଶମ ବାହିନୀ ନିୟୋଜିତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)